News

ଆଜି ମାଲକାନଗିରିରେ ସ୍ଵତନ୍ତ୍ର ବସରେ ରୋଡ ସୋ କରିବେ ନବୀନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, କୋରାପୁଟ ଓ ଜୟପୁରରେ ନିର୍ବାଚନୀ ପ୍ରଚାର କରିବେ। ସ୍ୱତନ୍ତ୍ର ବସ୍‌ରେ ନବୀନ ରୋଡ୍‌ ଶୋ ’ କରିବା ସହ ସାଧାରଣ ସଭାରେ ଯୋଗଦେବେ। ଭୋଟ ସଭା ସହ ହାଇଟେକ ବସରେ  ରୋଡ ସୋ କରି ଲୋକଙ୍କ ମନଜିଣିବେ ନବୀନ। ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟପୁରରେ ପହଞ୍ଚିବା ପରେ ମାଲକାନଗିରି ଯାତ୍ରା କରିବେ। ମାଲକାନଗିରିର କାଲିମେଳା ଓ ମାଥିଲିରେ ସଭା କରିବେ।

ପଟାଙ୍ଗୀ ଓ ଲକ୍ଷ୍ମୀପୁର  ବିଧାନସଭା କ୍ଷେତ୍ରରେ ଭୋଟରଙ୍କୁ ସମ୍ବୋଧନ କରିବା ସହ ଜୟପୁରରେ ମଧ୍ୟ ଏକ ସମାବେଶରେ ଯୋଗ ଦେଇ ଶେଷରେ ସ୍ଵତନ୍ତ୍ର ବସ୍ ଯୋଗେ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ଆଳାପ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ଗସ୍ତ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥା  କଡାକଡି କରାଯାଇଛି।
ପଢନ୍ତୁ: ସାରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

Related posts

୨୬ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ସୁପ୍ରିମ୍‌କୋର୍ଟ: ସାବରିମାଳା ମନ୍ଦିରରେ ମହିଳା କରିବେ ପ୍ରବେଶ

ENO Beuro

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ !

ENO Beuro

Leave a Comment