EnewsOdia.Com

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

ଆଜି ରାଜ୍ୟ ବେଜଟ୍‌।  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିବେ । ଏଥର ରାଜ୍ୟ ବଜେଟର ଆକାର ବଢି ୧ ଲକ୍ଷ ୫୩ ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି। ଫୋକସରେ ରହିପାରେ ଫାଇଭ୍ ଟିି, ମୋ ସରକାର ସହ ପୁରୀ, ଲିଙ୍ଗରାଜ ଆଦି ତୀର୍ଥସ୍ଥଳୀର ବିକାଶ । ଏସବୁ ବାଦ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଗଲେ କିଭଳି ବ୍ୟୟ ବରାଦ ହେବ ତା ଉପରେ ମଧ୍ୟ ନଜର ରହିଛି।

ଏପଟେ ବିଗତ ଆର୍ଥିକ ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୬.୧୬ ପ୍ରତିଶତକୁ ଖସିବା ନେଇ ଆକଳନ କରାଯାଇଛି । ଗତକାଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଇ ତଥ୍ୟ ସାମ୍ନାକୁ ଆସିଛି। ତେବେ ଚଳିତ ବର୍ଷ ମୁଣ୍ଡ ପିଛା ଆୟ ୫ ପ୍ରତିଶତ ବଢିଥିଲେ ମଧ୍ୟ ଜାତୀୟ ହାର ତୁଳନାରେ ଏହା କମ୍ ରହିଛି ।

ପଢନ୍ତୁ: ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

ସମ୍ବନ୍ଧିତ ଖବର

କାଲିଠୁ ବର୍ଷା; ନୂଆ ବର୍ଷରୁ ଥରିବ ଓଡ଼ିଶା

Ratnamani Maharana

ଘରେ ବସି କରନ୍ତୁ ପାନ୍‌ କାର୍ଡ କରେକସନ୍‌

Ratnamani Maharana

ଦୁର୍ନୀତିରେ କର୍ଣ୍ଣାଟକା ଭାରତରେ ନଂ ୧

Ratnamani Maharana

କଦଳୀ କାନ୍ଧି ଭିତରେ ଜମୁଛି ବ୍ରାଉନ୍ ସୁଗର ଚାଲାଣ

Ratnamani Maharana

କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

Ratnamani Maharana

ନବୀନଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ

Ratnamani Maharana