POLITICALS

ବିଜେପିର ଦଳୀୟ କର୍ମକର୍ତ୍ତାଙ୍କୁ ଅନୁରୋଧ: ଅଫିସ ଆସନି, ଭିଡ କରନି

ଆଜି ରାଜ୍ୟ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ଘୋଷଣା ହେବ ପ୍ରାର୍ଥୀ ତାଲିକା…

ଆଜି ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ନିଷ୍ପତି ନିଆଯିବ କିଏ ହେବ ଆଗାମୀ ନିର୍ବାଚନର ପାର୍ଥୀ । ଆଶାୟୀ  ପାର୍ଥୀ ମାନେ ଦଳର ଅଫିସ ସମ୍ମୁଖରେ କରୁଛନ୍ତି ନାହିନଥିବା ଭିଡ। ଏହି ଭିଡ ଭିତରେ ଅତିଷ୍ଠ କର୍ମୀ ମାନେ ଆଜି ବିଜେପିର କର୍ମକର୍ତ୍ତା ଙ୍କୁ ଅନୁରୋଧ କରି ଅଫିସ ଆସନି, ଭିଡ କରନି  ବୋଲି  କହିଛନ୍ତି। ଆଜି ବୈଠକରେ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ନେଇ ଆଲୋଚନା ହେବାପରେ ଆସନ୍ତାକଲି ହେବ ପାର୍ଥୀ ତାଲିକାର  ଘୋଷଣା। ଅଯଥାରେ ଅଫିସରେ ଭିଡ଼ ନକରି ନିଜ ନିଜ ଅଞ୍ଚଳରେ ଦୁର୍ଗ ଜଗିବାକୁ ଦଳ କହିଛି ।

୪ଟି ପର୍ଯ୍ୟାୟରେ ଏଥର ରାଜ୍ୟରେ ଭୋଟ୍  ହେଉଥିବାରୁ ଦଳ ପ୍ରତି ପର୍ଯ୍ୟାୟ ପାଇଁ ୨ ଥର ଲେଖାଏଁ ପ୍ରଚାର ପାଇଁ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ଆଣିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି ।

ପଢନ୍ତୁ; ଭାରତକୁ ଆତଙ୍କବାଦୀ ମାସୁଦର ଧମକ: ଅଡିଓ କ୍ଲିପରେ ଜାରି

Related posts

ନ୍ୟୁଜ୍ କାଳିଆ ଯୋଜନାକୁ ନେଇ ପୁଣି ଆରମ୍ଭ ହେଲା ବିବାଦ

Ratnamani Moharana

ଆଜି ପୁରୀରେ ରୋଡ୍ ଶୋ’ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Ratnamani Moharana

ବିଜେଡିର ପାର୍ଥୀ ତାଲିକା ପ୍ରକାଶ ପାଇଲା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

Ratnamani Moharana

Leave a Comment