News

ଆଜିଠାରୁ ଓଜେଇଇ ସିବିଟି ଅନ୍‌ଲାଇନ୍ ପ୍ରବେଶିକା ପରୀକ୍ଷା

Oje

ଆଜିଠାରୁ ଆରମ୍ଭ ହେଉଛି  ଓଜେଇଇ  ଅନଲାଇନ୍ ପ୍ରବେଶିକା ପରୀକ୍ଷା ।  ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନ୍‌ଲାଇନ୍‌ ପରୀକ୍ଷା କରାଯାଉଛି। ଏମ୍‌ବିଏ,ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି, ଏମ୍‌ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ  ଓଜେଇଇ ପକ୍ଷରୁ ଆଜି ଓ ଆସନ୍ତାକାଲି  ଦୁଇ ଦିନ ଧରି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ।

ଏମ୍‌ସିଏ, ‌ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା, ଏମ୍‌ ଟେକ୍‌ ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମ ଲାଗି ଜୁନ୍‌ ୮ରେ ୩ଟି ସିଫ୍ଟରେ ପରୀକ୍ଷା ହେବ । ସକାଳ୯ଟାରୁ ପୂର୍ବାହ୍ନ ୧୧ଟା ଯାଏ ପ୍ରଥମ ସିଫ୍ଟରେ ୨୪୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଅପରାହ୍ନ ୧ଟାରୁ ୩ଟା ଯାଏଁ ଦ୍ୱିତୀୟ ସିଟିଂରେ ୨୫୪୩ ଓ ଅପରାହ୍ନ ୪ଟା ୩୦ରୁ ୬ଟା ୩୦ ଯାଏଁ ହେବାକୁ ଥିବା ତୃତୀୟ ସିଫ୍ଟରେ 2816ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସୂଚନାଯୋଗ୍ୟ ଯେ ଏହି ପ୍ରବେଶିକା ପରୀକ୍ଷା ମେ’ ୧୩‌ରେ ଅନୁଷ୍ଠିତ ହେବାର ଥିଲା। ତେବେ ବାତ୍ୟା ‘ଫନି ’ ଯୋଗୁ ତାହାକୁ ବାତିଲ୍‌ କରାଯାଇଥିଲା।

ପଢନ୍ତୁ: କେରଳରେ ମୌସୁମୀ: ତୃତୀୟ ସପ୍ତାହ ପୂର୍ବରୁ ଓଡ଼ିଶା ଆସିବନି

Related posts

ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନା : ଏପ୍ରିଲରୁ ରାଜ୍ୟର ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣାରେ ସାନିଟାରୀ ନାପକିନ

ENO Beuro

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଥରୁରଙ୍କ ଆଗୁଆ ଜାମିନ ଆବେଦନ

ENO Beuro

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

ENO Beuro

Leave a Comment