SPORTS

ପୁଣି କଳିଙ୍ଗ ଷ୍ଟାଡିୟମରେ ହେବ ହକି ଫାଇଟ୍

ପୁଣିଥରେ କଳିଙ୍ଗ ଷ୍ଟାଡିୟମକୁ ଫେରୁଛି ହକି  ଫିଭର। ଜୁନ ୬ରୁ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ ।ସାମୁଦ୍ରିକ ଘୂଣ୍ଣିଝଡ଼ ଫନି ଦ୍ବାରା ଅଧା ଓଡ଼ିଶା ପ୍ରଭାବିତ ହେବା ସତ୍ତ୍ବେ ପ୍ରତିଯୋଗିତା ଆୟୋଜନ ଲାଗି ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଓଡ଼ିଶା ସରକାର ହକି ଇଣ୍ଡିଆକୁ ଆଶ୍ବାସନା ଦେଇଛନ୍ତି।

ଏଥିପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ticketgenie.in ୱବସାଇଟ୍ ମାଧ୍ୟମରେ ଟିକେଟ କିଣିପାରିବେ ଦର୍ଶକ । ମଙ୍ଗଳବାର ଦିନ ୧୧ଟାଠାରୁ ହକିପ୍ରେମୀ https://in.ticketgenie.in/sports/FIH-Mens-Series-Finals-Bhubaneswar-Odisha-2019କୁ ଲଗ ଅନ୍ କରି ଟିକେଟ କିଣି ପାରିବେ। ଅଧିକରୁ ଅଧିକ ହକି ପ୍ରେମୀଙ୍କୁ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାର ସୁଯୋଗ ଦେବା ଲାଗି ଟିକେଟ ଦର ୧୦୦ରୁ ୨୫୦ ଟଙ୍କା ମଧ୍ୟରେ ରଖା ଯାଇଛି।
ପଡନ୍ତୁ: ସଂପର୍କ ଯୋଡ଼ୁଛି ‘ଫନି’: ବଦଳୁଛି ରାଜନୀତି ପାଣିପାଗ

Related posts

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ENO Beuro

ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ,ଭାରତ ପାଇଁ ଆଣିଲେ ତୃତୀୟ ସ୍ୱର୍ଣ୍ଣ ପଦକ

ENO Beuro

ଇରଫାନ ପଠାଣଙ୍କ ସହ ୧୦୦ କ୍ରିକେଟରଙ୍କୁ କାଶ୍ମୀରରୁ ବାହାରିଯିବାକୁ ନିର୍ଦ୍ଦେଶ

Ratnamani Moharana

1 comment

Leave a Comment