News

ଆଜି ପଖାଳ ଦିବସ: ଆମ ପଖାଳ, ଆମର ଗର୍ବ,ଆମ ପାଇଁ ଅମୃତ

p

ଓଡିଆଙ୍କର ପାରମ୍ପରିକ ଖାଦ୍ୟ ତାଲିକରେ ପାଖାଳ ଏକ ନିଆର ଖାଦ୍ୟ । ଶୀତଳ ଖାଦ୍ୟ ପଦାର୍ଥ ତାଲିକାରେ ମଧ୍ୟ ପଖାଳର ସ୍ଥାନ ସ୍ୱତନ୍ତ୍ର । ପ୍ରଚଣ୍ଡ ଗ୍ରାଷ୍ମତାପରୁ ତ୍ରାହି ପାଇବାକୁ କାହିଁ କେଉଁ କାଳରୁ ଓଡିଶାବାସୀ ପଖାଳକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ ଦେବାଦେବୀଙ୍କ ନିକଟରେ ମଧ୍ୟ ପଖାଳ ଭୋଗର ସ୍ୱତନ୍ତ୍ର ପରମ୍ପରା ରହିଛି ।

ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ (ୟୁନିଭର୍ସାଲ ପଖାଳ ଡେ) ଭାବେ ପାଳନ କରାଯାଏ।

ସେବେଠୁ ଅନ୍ତର୍ଜାତୀୟ ଦିବସ ତାଲିକାରେ ଯୋଡ଼ି ହୋଇଗଲା ପଖାଳ ଦିବସ। ଆମେରିକାଠୁ ଆର୍ଜେଣ୍ଟିନା। ଜର୍ମାନୀରୁ ଜାପାନ। ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ପାଳିଲେ ବିଶ୍ବ ପଖାଳ ଦିବସ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ର ଲୋକେ ପଖାଳ ପ୍ରିୟ ହୋଇଥିବା ବେଳେ ନେପାଳ, ବାଙ୍ଗାଲୋର ସମେତ ମିଆଁମାରର କିଛି ଅ˚ଶରେ ପଖାଳର ଲୋକପ୍ରିୟତା ଦେଖିବାକୁ ମିଳିଲାଣି।

ପଢନ୍ତୁ;ବିବାହ କଲେ ୩୬ ଇଞ୍ଚ ଉଚ୍ଚତାର ବରକନ୍ୟା,ସୋସିଆଲ୍‌ ମିଡ଼ିଆରେ ହେଲା ଭାଇରାଲ

Related posts

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ENO Beuro

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

ENO Beuro

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

ENO Beuro

Leave a Comment