News

ଆଜି ହରିଆନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୋହତକର ସାମ୍ପଲା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ସେଠାରେ ଦୀନବନ୍ଧୁ ସାର ଛୋଟୁ ରାମଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିବେ । କୃଷକମାନଙ୍କ କଲ୍ୟାଣ, ପଛୁଆ ବର୍ଗ ଏବଂ ନିଷ୍ପେସିତଙ୍କ ଦୁଃଖ ମୋଚନ ପାଇଁ ନିରନ୍ତର କାର୍ଯ୍ୟ କରିବା କ୍ଷେତ୍ରରେ ଶ୍ରୀ ଛୋଟୁରାମ ହେଉଛନ୍ତି ଜଣେ ବଳିଷ୍ଠ ନେତୃତ୍ୱ । ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟ ସାମାଜ କଲ୍ୟାଣ କାର୍ଯ୍ୟ ଦିଗରେ ତାଙ୍କର ଅବଦାନ ପାଇଁ ମଧ୍ୟ ସେ ଅବିସ୍ମରଣୀୟ

pm ପ୍ରଧାନମନ୍ତ୍ରୀ ଆଜି ହରିଆନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ pm

ଏକ ସର୍ବସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋନିପତଠାରେ ରେଳ କୋଚ ମରାମତି କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଉତ୍ତରାଞ୍ଚଳ କ୍ଷେତ୍ରରେ ରେଳ କୋଚଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ପ୍ରମୁଖ କାରଖାନା ଭାବେ ପରିଗଣିତ ହେବ । ଏହା ମଡ୍ୟୁଲାର ଏବଂ ପ୍ରିଫେବ୍ରିକେଟେଡ ନିର୍ମାଣ କୌଶଳ, ଆଧୂନିକ ଯନ୍ତ୍ରପାତି ଏବଂ ପରିବେଶ ଅନୁକୂଳ ସୁବିଧାର ଉପଯୋଗ କରି ନିର୍ମାଣ କରାଯାଉଛି।

ପଢନ୍ତୁ;ଶାସ୍ତ୍ର ଅନୁସାରେ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଉପହାର

Related posts

ଜିଏସ୍‌ଟି ବୈଠକର ଘୋଷଣାରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ: ୧୭୭ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ

Krishna Kumar Manoj

ବିବାହରେ ‘ମୃତ୍ୟୁ ଉପହାର’ ଘଟଣା : ଏସ୍‌ପି କହିଲେ ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ

Krishna Kumar Manoj

ଛାତ୍ରବାସରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ, ରାଜସ୍ଥାନ ସରକାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More