POLITICALS

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ

rahul

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ପଶ୍ଚିମ ଓଡିଶାରେ କଂଗ୍ରେସ କର୍ମୀଙ୍କ ଜୋସ ଭରିବେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ଦିନ ୧୧ଟା ୩୦ରେ ଓ ଅପରାହ୍ନ ୨ଟା ୪୫ରେ ରାଉରକେଲାରେ ରାହୁଲ ସମାବେଶରେ ସମ୍ଭୋଧୀତ କରିବେ।

ଉଭୟ ସ୍ଥାନ ଆଦିବାସୀ ବହୁଳ ହୋଇଥିବାରୁ ସେ ଅନୁସୂଚିତ ଜନଜାତିଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇପାରନ୍ତିି। ଭୁବନେଶ୍ବରର ପରିବର୍ତନ ସଂକଳ୍ପ ସମାବେଶ ଭଳି କୃଷି ଓ କୃଷକ ସମସ୍ୟା ଆଜି ତାଙ୍କ ବକ୍ତବ୍ୟରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି।

ରାହୁଲ ଗାନ୍ଧି ସମାବେଶର ୧୨ ଦିନ ପରେ ଫେବୃଆରୀ ୧୮ ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣା ଠାରେ ପ୍ରାୟ ୫୦ ହଜାର ମହିଳାଙ୍କ ସମାବେଶରେ ଯୋଗଦେବେ ।

ସୂଚନାଯୋଗ୍ୟ ,ବିଜେଡି ଏବଂ ବିଜେପି ମଧ୍ୟ ପଛରେ ପଡିବାକୁ ଚାହୁଁନ୍ତାହାନ୍ତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ନୀତୀନ ଗଡକରୀ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର, କାମାକ୍ଷାନଗର, ଏବଂ ପାରାଦୀପରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ରହିଛି ।

ପଢନ୍ତୁ; ଘରେ ଏହି ଛୋଟଛୋଟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ , ନଚେତ ହୋଇପାରେ ବଡ ସମସ୍ୟା

Related posts

ବିଦା ହେବେକି ନିରଞ୍ଜନ!!

Ratnamani Moharana

ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

Ratnamani Moharana

ଢେଙ୍କାନାଳ ଯୁବ ବିଜେଡ଼ି ସଭାପତିଙ୍କୁ ଗୁଳିକରି ହତ୍ୟା,ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦୁଇ ମନ୍ତ୍ରୀ

ENO Beuro

Leave a Comment