Movie News

ଅମିତାଭଙ୍କ ‘ବଦ୍‌ଲା’ର ଶୁଭମୁକ୍ତି ଆଜି: ‘ସବୁ ଥର କ୍ଷମା କରିଦେବା ଠିକ୍‌ ହୋଇ ନଥାଏ’

relase today

ବଲିଉଡର ବାଦଶାହ ଅମିତାଭ ବଚନଙ୍କ ନୂଆ ଫିଲ୍ମ “ବଦଲା”ର ଆଜି ଶୁଭମୁକ୍ତି ହେବାକୁ ଯାଉଛି। ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଦେଖାଦେବେ ବଲିଉଡର ବାଦଶାହ ଅମିତାଭ  ବଚନ ଓ ତାପସୀ ପନୁ। ଜଣେ ନିରୀହ ଝିଅର ମୃତ୍ୟୁର ପ୍ରତିଶୋଧକୁ  ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ତେବେ ଏହି ଫିଲ୍ମରେ ଅମିତାଭଙ୍କୁ ଓକିଲ  ରୂପରେ ଦେଖିବାକୁ ମିଳିବ। ମାତ୍ର ଏହି ବଦ୍‌ଲା ଅର୍ଥାତ ପ୍ରତିଶାଧ, କାହାଠାରୁ, କେବେ ଓ କାହିଁକି? ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଅମିତାଭ ବଚ୍ଚନ ଓ ତାପସୀ ପାନୁଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଦେଖିବା ପରେ ହିଁ ଜଣାପଡ଼ିବ।

amitabh dilouge inbadla
badla movie dilouge

ଏହି ଚଳଚ୍ଚିତ୍ରଟିକୁ ଶାହାରୁଖ ଖାନଙ୍କ କମ୍ପାନି ରେଡ୍‌ ଚିଲିଜ୍‌ ଏଣ୍ଟର୍‌ଟନ୍‌ମେଣ୍ଟ୍‌  ପ୍ରଯୋଜନା କରିଛି। ତେବେ ଏହି ଫିଲ୍ମରେ ଅମିତାଭଙ୍କ ଡାଇଲଗ  ‘ସବୁ ଥର କ୍ଷମା କରିଦେବା ଠିକ୍‌ ହୋଇ ନଥାଏ’ ଏବେ ବେଶ ଲୋକପ୍ରିୟତା ପାଇଛି। ତେବେ ଫିଲ୍ମଟି କେତେ ଲୋକପ୍ରିୟତା ପାଇବ ତାହା ଫିଲ୍ମର ଶୁଭମୁକ୍ତି  ପରେ ହିଁ ଜଣାପଡିବ।ପଢନ୍ତୁ: ପୁଣି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ପ୍ରଶ୍ନପତ୍ର ଭାଇରାଲ

Related posts

The Audio of Forthcoming Odia Movie “Nijhum Ratira Sathi” Launched

Jitendra

Odia Film Sister Shreedevi With New Avtar Of Babushan Releasing Today

ENO Beuro

In This Dussera “Love Pain Kuch Bhi Karega”

Jitendra

Leave a Comment