EnewsOdia.Com

ବୟସର ୫୪ ତମ ପାହାଚରେ ପାଦ ଥାପିଲେ ସୁପରଷ୍ଟାର୍ କିଙ୍ଗ୍ ଖାନ୍

ବଲିଉଡ଼ ବାଦଶାହ ଶାହରୁଖ ଖାନ୍‍ ଶନିବାର(୨ ନଭେମ୍ବର) ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଶାହରୁଖଙ୍କ ମୁମ୍ବଇ ସ୍ଥିତ ବାସଭବନ ‘ମନ୍ନତ’ ସମ୍ମୁଖରେ ହଜାର ହଜାର ସଂଖ୍ୟକ ପ୍ରଶଂସକମାନେ ତାଙ୍କ ପ୍ରିୟ କଳାକାରଙ୍କୁ ଶୁଭେଚ୍ଛା ଦେବା ପାଇଁ ପହଞ୍ଚିଥିଲେ। ଶାହରୁଖ ନିଜ ବାଲ୍‍କୋନୀରେ ଠିଆ ହୋଇ ତାଙ୍କ ପ୍ରଶଂସକମାନଙ୍କୁ ଭେଟିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏହାସହିତ ବଲିଉଡ଼ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଆଜି ସେ ତାଙ୍କ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ଜନ୍ମଦିନ ପାଳନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ଶାହରୁଖଙ୍କୁ ପ୍ରାୟ ବର୍ଷେ ହେବ ପ୍ରସଂଶକମାନେ ପରଦାରେ ନଦେଖି ନିରାଶ ହୋଇ ପଡ଼ିଛନ୍ତି। ତେବେ ଜନ୍ମଦିନ ଅବସରରେ ସେ ନିଜ ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିବେ ବୋଲି ପ୍ରଶଂସକ ଆଶା ପୋଷଣ କରିଛନ୍ତି।

ପଢନ୍ତୁ: ରିଲିଜ ହେଲା ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରା’ର ଭିଡିଓ

ସମ୍ବନ୍ଧିତ ଖବର

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ଦିଆସିଲି କାଠି ଜଳାଇ ‘ଲୋହରି’ ମନାଇଲେ ସୁନିଲ୍‌ ଗ୍ରୋଭର

Ratnamani Maharana

ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’!

Ratnamani Maharana

‘କୌନ ବନେଗା କରୋଡପତି’ରେ ଦୂତୀ ଚାନ୍ଦ

Ratnamani Maharana

ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

Ratnamani Maharana

ପୁଣି ଏକ କନ୍ୟାସନ୍ତାନର ମା’ ହେଲେ ଶିଳ୍ପା ଶେଟ୍ଟୀ

Ratnamani Maharana