EnewsOdia.Com

ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

ଆଜିଠାରୁ ଆରମ୍ଭ ହେଉଛି +୨ ପ୍ରାକ୍ଟିକାଲ ପରୀକ୍ଷା । ଚଳିତ ବର୍ଷ ୧୧୪୨ଟି ପରୀକ୍ଷା କେନ୍ଦ୍ର ଓ ଉପକେନ୍ଦ୍ର କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ୨୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ୧୩ଟି ଏକଲବ୍ୟ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି ।

ଗତବର୍ଷ ପରୀକ୍ଷା ପାଇଁ ୧୦୯୮ଟି ସେଣ୍ଟର ହୋଇଥିଲା । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଉ ୪୪ଟି ନୂଆ କେନ୍ଦ୍ର ହୋଇଛି । ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ ପରୀକ୍ଷା ।

ପଢନ୍ତୁ: ରୋଗ ବ୍ୟାପିବା ପରେ ବୁଦ୍ଧି ପଶିଲା, ଚୀନରେ ବନ୍ୟଜନ୍ତୁ ବ୍ୟବସାୟ ନିଷିଦ୍ଧ

ସମ୍ବନ୍ଧିତ ଖବର

ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

Ratnamani Maharana

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana

ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ ହାର

Ratnamani Maharana

ଆଫଗାନିସ୍ତାନ ମସ୍‌ଜିଦରେ ବିସ୍ଫୋରଣ, ୬୨ ମୃତ ୩୬ ଆହତ

Ratnamani Maharana

ପ୍ଲାଷ୍ଟିକର ବିକଳ୍ପ ଭାବେ ତିଆରି ହେଉଛି ଘାସରେ ତିଆରି ଷ୍ଟ୍ର’

Ratnamani Maharana

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

Ratnamani Maharana