Loading...

ନୂଆ ଦାୟିତ୍ଵ ଗ୍ରହଣ ପରେ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ ଭି.କେ ପାଣ୍ଡିଆନ

ନୂଆ ଦାୟିତ୍ଵ ଗ୍ରହଣ ପରେ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ ଭି.କେ ପାଣ୍ଡିଆନ

୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ଵ ଗ୍ରହଣ ପରେ ଭି.କେ ପାଣ୍ଡିଆନ ଆଜି ଭୋର ସମୟରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ଵ ଗ୍ରହଣ ପରେ ଭି.କେ ପାଣ୍ଡିଆନ ଆଜି ଭୋର ସମୟରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ  ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭୋର୍ ୪ଟା ରୁ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା ବି କରିଛନ୍ତି। ଏହା ତାଙ୍କର ପ୍ରଥମ ସମୀକ୍ଷା କାର୍ଯ୍ୟକ୍ରମ। ଡିସେମ୍ବର ୧୫ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ପାଣ୍ଡିଆନ୍।  

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.