22.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଦଳିବ ପାଗ

ସକ୍ରିୟ ରହିଛି ଗଭୀର ଅବପାତ । ବିଳମ୍ବ ହୋଇଛି ଲଘୁଚାପ ଦୁର୍ବଳ ହେବାର ପ୍ରକ୍ରିୟା । ତେବେ ଅପରାହ୍ନ ପରେ ଉପକୂଳ ଓଡ଼ିଶାରେ ବଦଳିବ ପାଗ । ଧୀରେ ଧୀରେ କମିବ ବର୍ଷାର ପରିମାଣ । ବର୍ତ୍ତମାନ ଏହାର ସ୍ଥିତି ଉତ୍ତର ଓଡ଼ିଶା, ଛତିଶଗଡ଼ର ଉତ୍ତର ଭାଗରେ ରହୁଛି । ଶେଷ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଆଗକୁ ବଢୁଛି । ସେପଟେ ରାଜ୍ୟର ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ଝାରସୁଗୁଡ଼ାର ଉତ୍ତର-ପଶ୍ଚିମର ୫୦ କିଲୋମିଟର ଦୂରରେ ରହିଛି ଅବପାତ । ଆଗକୁ ଏହା ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଏହା ଗତିକରିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ପଢନ୍ତୁ: ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡିବେ ବିରାଟ କୋହଲି

Related posts

ଶୀତରେ ଥରୁଛି ସାରା ଓଡ଼ିଶା

Ratnamani Maharana

ବନ୍ଦ ହେଲା ‘ଉଜ୍ଜଳା’, ୨ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ କେବେ?

Ratnamani Maharana

ବଢ଼ିଲା ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More