News

ଆଜି ହେଉଛି ବିଶ୍ଵ ଏଡସ ଦିବସ

aids

ଆଜି ହେଉଛି ବିଶ୍ଵ ଏଡସ ଦିବସ (World AIDS Day)। ୧୯୯୫ ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ । ବାକି ଦେଶରେ ମଧ୍ୟ ଏହି ଦିନ ଏଡ୍‌ସ ଦିବସ ପାଳନ କରାଯାଇଥାଏ । WHO ପକ୍ଷରୁ ୧୯୮୮ରୁ ଏଡସ ଦିବସ ପାଳିତ ହେଉଛି । ତେଣୁ ଆଜି ଏହି ଦିବସର ୩୦ତମ ଦିବସ ପାଳନ କରାଯାଉଛି ।୨୦୩୦ ସୁଦ୍ଧା ଦେଶକୁ ସମ୍ପୂର୍ଣ ଏଡସମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଇତ୍ୟବସରରେ ଟିମ ଇଣ୍ଡିଆ ସଫଳତାପୂର୍ବକ ଏଚଆଇଭି ମହାମାରୀକୁ ପ୍ରତିରୋଧ ଓ ନିୟନ୍ତିତ କରିପାରିଛି ।

aids

ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଏ । ଏଚଆଇଭି ବିରୁଦ୍ଧରେ ସଂଗ୍ରାମ ଲାଗି ସମଗ୍ର ବିଶ୍ଵବାସୀ ଙ୍କୁ ଆଜିର ଦିନ ଏକ ସୁଯୋଗ ପ୍ରଦାନ କରେ। ୩୫ ନିୟୁତ ରୁ ଅଧିକ ଲୋକ ଏଡସ ବା ଏଚଆଇଭି ସଂକ୍ରମିତ ରୋଗରେ ପ୍ରାଣ ହରେଇଲେଣି।

ପଢନ୍ତୁ; ଥରୁଛି ଆଭ୍ୟନ୍ତରୀଣ ଓଡିଶା,ପାରଦ ଖସିଲା ୮ ଡିଗ୍ରୀକୁ

Related posts

‘ମଦରକପ୍’ ଅର୍ଚ୍ଚନା , ଡ୍ୟୁଟି ସହ କରିବାକୁ ପଡୁଛି ମା’ର କର୍ତ୍ତବ୍ୟ

ENO Beuro

Five Girls From Kalinga Institute of Social Sciences (KISS) Selected For Paris World Games

ENO Beuro

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା

ENO Beuro

Leave a Comment