News

ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

Tt

ମେ ୩୧ । ବିଶ୍ବ ତମାଖୁ ନିରୋଧ ଦିବସ । ତମାଖୁ ସେବନର ଭୟାବହତା ଓ ଏହାର ନିରାକରଣ ଲାଗି ପ୍ରତିବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦିବସ ପାଳନ ହୋଇ ଆସୁଛି । ତମାଖୁ ସେବନ ଦ୍ବାରା ମାନବ ଶରୀରର ପ୍ରମୁଖ ଅଙ୍ଗ ଫୁସଫୁସ୍ ଆକ୍ରାନ୍ତ ଯୋଗୁଁ ଅଧିକାଶଂ ଲୋକଙ୍କ ମୃତ୍ୟୁ ହେଉଛି ।  ତେବେ ଆଜିର ଏହି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  ବାଲୁକାକୃତି ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେଇଛନ୍ତି।

ପୁରୀ ସୁବର୍ଣ୍ଣ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା। ଏଥିରେ ଜଣେ ବ୍ୟକ୍ତି ସିଗାରେଟ ଟାଣୁଥିବାର ଚିତ୍ର ପ୍ରଦର୍ଶିତ ହୋଇଛି। ଏହାଦ୍ୱାରା ମୁଖ କର୍କଟ ରୋଗର ଲକ୍ଷଣକୁ ମଧ୍ୟ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ। କ୍ଷତିଗ୍ରସ୍ତ ହୋଇଥିବା ଫୁସଫୁସର ଦୃଶ୍ୟ ପ୍ରଦର୍ଶିତ ହୋଇଛି। ବାଲୁକାକୃତିରେ ନୋ ଟୋବାକୋ ସେଭ୍ ଲାଇଫର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।

ପଢନ୍ତୁ: ଜୁଏଲ ଓରାମଙ୍କ ଦିଲ୍ଲୀ ଘରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

Related posts

ଓଡ଼ିଶାରେ ହୋଇପାରେ ଝଡ଼ବର୍ଷା

ENO Beuro

୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ENO Beuro

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ENO Beuro

1 comment

ଚାଷୀ, ପିଏମ୍‌-କିଷାନ୍‌ ଯୋଜନା, ବର୍ଷ, ୬ ହଜାର ଟଙ୍କା June 1, 2019 at 11:08 am

[…] ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ […]

Leave a Comment