EnewsOdia.Com

୨୫ ହଜାରରୁ ଊର୍ଦ୍ଧ୍ୱ ପିଲା ଦାନ୍ତ ଘଷି ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କିସ୍‌

ଆଜି ବିଶ୍ୱ ଦାନ୍ତଘଷା ଦିବସ। ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କିସ୍‌। ୨୫ ହଜାରରୁ ଊର୍ଦ୍ଧ୍ୱ ପିଲା ଦାନ୍ତ ଘଷି ଏହି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଦିଲ୍ଲୀ DPS ନାଁରେ ଥିଲା। ଡିପିଏସର ୧୬ ହଜାର ୧୪୪ ପିଲା ଏକତ୍ର ଦାନ୍ତ ଘଷି ରେକର୍ଡ କରିଥିଲେ। ବିଶ୍ୱ ଦାନ୍ତ ଘଷା ଦିବସ ଅବସରରେ ଓରାଲ ହେଲ୍‌ଥ ସଂପର୍କରେ ସଚେତନତା ପାଇଁ କୋଲଗେଟର କିପ୍ ଇଣ୍ଡିଆ ସ୍ମାଇଲିଂ ମିଶନ ପକ୍ଷରୁ ଇଣ୍ଡିଆନ ଆସୋସିଏଲନ ଅଫ ପବ୍ଲିକ ହେଲ୍‌ଥ ଡେଣ୍ଟିଷ୍ଟ୍ରି ଓ କିସ୍ ସହଭାଗିତାରେ କିସ ପରିସରରରେ ଦାନ୍ତଘଷା ଦିବସ ପାଳିତ ହୋଇଛି।

kissଏଥିରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, କିସ ଓ କିଟ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଆଇଏପିଏଚଡି ସଂପାଦକ ସବ୍ୟସାଚୀ ଶାହା ଯୋଗ ଦେଇଥିଲେ। କିସର ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ବିଶ୍ୱ ଦାନ୍ତଘଷା ଦିବସରେ ଭାଗ ନେଇଥିଲେ।

KISS-2

ପଢନ୍ତୁ: ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

ସମ୍ବନ୍ଧିତ ଖବର

ନୂଆ ବର୍ଷକୁ ରଙ୍ଗୀନ କରିବ ମଦ

Ratnamani Maharana

ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ କଳାପଟାରେ ଲେଖାଗଲା ପ୍ରଶ୍ନ

Ratnamani Maharana

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

Ratnamani Maharana

ଶୁକ୍ରବାର ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

Ratnamani Maharana

‘ମାଷ୍ଟର୍‌ ସେଫ୍‌’ରେ ଓଡ଼ିଆ ପୁଅଙ୍କ କମାଲ୍, ଚର୍ଚ୍ଚାରେ ଅବିନାଶଙ୍କ ଚିକେନ୍‌ ବେସର

Ratnamani Maharana

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

Ratnamani Maharana