ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

horoscope

ମେଷ

ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ ରହିବ। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ। କୌଣସି ମାଙ୍ଗଳିକ  କାର୍ଯ୍ୟରେ ଯୋଗ ଦେବେ। ମାଆ ପାଟଣେଶ୍ବରୀଙ୍କୁ ଆରାଧନା କରନ୍ତୁ। ଶୁଭରଙ୍ଗ: ଧୂସର

ବୃଷ

ଆର୍ଥିକ କ୍ଷେତ୍ରରେ ସ୍ଵଛଳତା ଆସିବ। ବ୍ୟବସାୟରେ ପରିବର୍ତ୍ତନ ଓ ବେପାରରେ ବୃଦ୍ଧି ଦେଖାଯିବା। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ। ମାଆ ବିମଳାଙ୍କୁ ଆରାଧନା କରନ୍ତୁ। ଶୁଭରଙ୍ଗ: ଧଳା

ମିଥୁନ

ଧାର୍ମିକ କାର୍ଯ୍ୟରେ ମାନବଳାଇବେ। ଯେଉଁ କମ କାଲେ ମଧ୍ୟ ସଫଳତା ମିଳିବ। ନିଜର ସରଳତା ପାଇଁ ବନ୍ଧୁଙ୍କ ଠାରୁ ପ୍ରଶଂସାର ପାତ୍ର ହେବେ। ସୂର୍ଯ୍ୟଦେବଙ୍କୁ ଆରାଧନା କରନ୍ତୁ। ଶୁଭରଙ୍ଗ: ଧଳା

କର୍କଟ

ଆଜିର ଦିନଟି ଆପଣଙ୍କ ପାଇଁ ଭଲ ଅଟେ। କାମରେ ସହାୟତା, ପରିଶ୍ରମର ଫଳ ଓ ଜୀବନସାଥି ଠାରୁ ଭଲପାଇବା ପ୍ରାପ୍ତି ହେବ। ଶ୍ରୀକୃଷ୍ଣଙ୍କୁ ଆରାଧନା କରନ୍ତୁ। ଶୁଭରଙ୍ଗ: ଲାଲ

ସିଂହ

ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। କାହାରିକି ଟଙ୍କା ଉଧାର ଆକାରରେ ଦିଅନ୍ତୁ ନାହିଁ। ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ପ୍ରଚେଷ୍ଟା କରିବେ। ମାଆ ଦୁର୍ଗାଙ୍କୁ ଆରାଧନା କରନ୍ତୁ। ଶୁଭରଙ୍ଗ: ଧଳା

କନ୍ୟା

ବ୍ୟବସାୟରେ ଉନ୍ନତି ଲାଗି ଚେଷ୍ଟା କରିବେ। ବ୍ୟବସାୟକୁ ନେଇi ଯାତ୍ରା କରିପାରନ୍ତି। ଅନ୍ତରଙ୍ଗ ବନ୍ଧୁଙ୍କ ସହ ସମୟ ବିତେଇବାର ସୁଯୋଗ ପାଇବେ। ମାଆ ମାଣିକେଶ୍ବରୀଙ୍କୁ ଆରାଧନା କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ

ତୁଳା

ଆର୍ଥିକ କ୍ଷେତ୍ରରେ ସହଯୋଗ ସହ ଧନ ପ୍ରାପ୍ତିର ସୁଯୋଗ ରହିଛି। ଅଫିସରେ କାମର ଚାପ କମ୍‌ ରହିବ। ମାଆ ତାରିଣୀଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ଧଳା

ବିଛା

କୌଣସି କଠିନ କାମରେ ନିଯୋଜିତ ରହିବେ। ଧନ ପ୍ରାପ୍ତି ହୋଇପାରେ। ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ। ପାରିବାରିକ ସୁଖ ଶାନ୍ତି ଦେଖା ଦେବ। ମହାଲକ୍ଷ୍ମୀଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ଧୂସର

ଧନୁ

ସମୟକୁ ଧ୍ୟାନରେ ରାଖି କାର୍ଯ୍ୟ କରନ୍ତୁ। କୌଣସି ସଉଦାରୁ ଆପଣଙ୍କୁ ଲାଭ ମିଳିପାରେ।ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ମାଆ କାଳୀଜାଈଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ଧଳା

ମକର

ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। କର୍ମରେ ପ୍ରଶଂସା, ପରିବାରରେ ଶାନ୍ତି ଓ ଚାକିରିରେ ସନ୍ତୁଷ୍ଟତା ଦେଖାଯିବା। ଶ୍ରୀ ଗଣେଶଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ।

କୁମ୍ଭ

ଆଜିର ଦିନତି ଆପଣଙ୍କ ପାଇଁ ସତେଜ ପୂର୍ଣ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନ ପ୍ରାପ୍ତିର ସୁଯୋଗ ରହିଛି। ପ୍ରଭୁ ହନୁମାନଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ଧଳା

ମୀନ

ଆଜିର ଦିନଟି ଆପଣଙ୍କ ପାଇଁ ବେଶ ଅନୁକୂଳ ରହିବା। କୌଣସି ମିଉଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବେ। ଜୀବନସାଥି ଠାରୁ ଭଲପାଇବା ମିଳିବ। ମାଆ ତାରିଣୀଙ୍କ ଆରାଧନା କରନ୍ତୁ। ଶୁଭରଙ୍ଗ: ଧୂସର

ପଢନ୍ତୁ: ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More