ଜାଣନ୍ତୁ କେମିତି କଟିବ ଆଜିର ଦିନ: ରାଶିଫଳ

horoscope

ମେଷ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ବିଭିନ୍ନ ଦିଗରୁ ଆୟ,କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ,ପାରିବାରିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ ହେବ। କୌଣସି ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଶୁଭରଙ୍ଗ: ଧଳା।

ବୃଷ

ଆଜିର ଦିନଟି ଆପଣଙ୍କ ପାଇଁ ସେତେଟା ଉପଯୋଗୀ ନୁହେ। କର୍ମ କ୍ଷେତ୍ରରେ ବିଲମ୍ବତା ଦେଖାଯିବ। ଦେହ ଭଲ ରହିବ,ମନ ଭଲ ରହିବ ନାହିଁ। ପାରିବାରିକ ଜୀବନରେ ମଧ୍ୟ ବିଶୃଙ୍ଖଳା ଦେଖାଯିବ। ଶୁଭରଙ୍ଗ: ଫିକା ହଳଦିଆ

ମିଥୁନ

ଆଜିର ଦିନଟି ଅସ୍ଥିରତା ମଧ୍ୟ ଦେଇ ଗତିକରିବ। ପାରିବାରିକ ଜୀବନରେ ପଦଦୋନ୍ନତି ହୋଇପାରେ। କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଯିବ। ପରିବହନ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବା। ଶୁଭରଙ୍ଗ: ସବୁଜ।

କର୍କଟ

କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। ବାଣିଜ୍ୟ ବ୍ୟବସାୟରେ ଅସ୍ଥିରତା ଦେଖାଯିବ। ଚାକିରିରେ ସମସ୍ୟା ଓ ପାରିବାରିକ ଜୀବନରେ ବିଶୃଙ୍ଖଳା ଦେଖାଯିବ। ଶୁଭରଙ୍ଗ: ଗୋଲଡେନ

ସିଂହ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ପରିବହନ ଓ ବାଣିଜ୍ୟରେ ଲାଭ ହେବ। କର୍ମକ୍ଷେତ୍ରରେ ପ୍ରସନ୍ନତା ଦେଖାଯିବା। ସାଂସାରିକ ସୁଖପ୍ରାପ୍ତି ର ସୁଯୋଗ ରହିଛି। ଶୁଭରଙ୍ଗ: ସିଲଭର

କନ୍ୟା

ସାଂସାରିକ ସମସ୍ୟାରୁ ଦୂରେଇରହିବେ। ଅଟକିରହିଥିବା କାର୍ଯ୍ୟ ଆଜି ପୁରା ହେବାର ସମ୍ଭାବନା ରହିଛି। ମହିଳାମାନେ ସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭରଙ୍ଗ: ମେଟାଲିକ

ତୁଳା

ଆଜିର ଦିନଟି ଆପଙ୍କର ସୁଖରେ କାଟିବ। ଆଜି ଦିନରେ ଶୃଙ୍ଖଳିତ କାମ କରି ସଫଳତା ପ୍ରାପ୍ତ ହେବ। ସାଂସାରିକ କ୍ଷେତ୍ରରେ ସୁଖଶାନ୍ତି ଦେଖାଯିବ। ପରିବହନ ଓ ବାଣିଜ୍ୟ ଲାଭ ରହିବ।

ବିଛା

ଆଜିର ଦିନଟି ଆପଣଙ୍କ ପାଇଁ ସେତେଟା ଅନୁକୂଳ ନୁହେଁ ।କାର୍ଯ୍ୟ କ୍ଷେତ୍ରରେ ବିଳମ୍ବତା ହେତୁ ମନସ୍ତାପ କରିବେ। ସାଂସାରିକ ସମସ୍ୟା ଲାଗି ରହିବ। ଶୁଭରଙ୍ଗ: ଗୋଲଡେନ

ଧନୁ

ଆଜିର ଦିନଟି ଆପଙ୍କର ସୁଖରେ ଅତିବାହିତ ହେବ। ଆଜି କୌଣସି ବଡ ଧରଣର କାର୍ଯ୍ୟକୁ ହାତକୁ ନେଇ ସମ୍ପାଦନ କରିବେ। ସ୍ସଂସାରିକ ସୁଖ ପ୍ରାପ୍ତି ହେବ। ବାଣିଜ୍ୟରେ ଲାଭ ଘଟିବ। ଶୁଭରଙ୍ଗ: ସିଲଭର

ମକର

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଟେ। କର୍ମ କ୍ଷେତ୍ରରେ ସହଯୋଗ ପ୍ରାପ୍ତି ହେବ। ସଂସିକ ପଡୋଶିଙ୍କ ସହ ସୁସମ୍ପର୍କ ସ୍ଥାପନ କରିବେ। ବାଣିଜ୍ୟରେ ଉନ୍ନତି ଦେଖାଯିବା। ଶୁଭରଙ୍ଗ: କଳା

କୁମ୍ଭ

ଆଜିର ଦିନଟି ଆପଙ୍କର ସୁଖରେ କାଟିବ।ଆଜିର ଦିନଟି ସମ୍ପୂର୍ଣ ସୁଖପ୍ରାପ୍ତ ହେବ। ସାଂସାରିକ କ୍ଷେତ୍ରରେ ସମୟ ଅତିବାହିତ କରିବେ। ରାଜନୀତିରେ ଲୋକପ୍ରିୟତା ହେବେ। ଶୁଭରଙ୍ଗ: ମେଟାଲିକ

ମୀନ

କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ।  କର୍ମ କ୍ଷେତ୍ରରେ ସମସ୍ୟା ଲାଗି ରହିବା। ସାଂସାରିକ ଅଶାନ୍ତି ଶାରୀରିକ ପୀଡା ଅନୁଭବ କରିବେ। ଶୁଭରଙ୍ଗ: ହଳଦିଆ

ପଢନ୍ତୁ: ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More