ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

horoscope

ମେଷ

କର୍ମ କ୍ଷେତ୍ରରେ ବ୍ୟୟ  ବହୁଳତା ଦେଖାଯିବା। ସାଂସାରିକ କାର୍ଯ୍ୟ ବିଳମ୍ବରେ ହେବ। ରାଜନୀତିରେ ମନୋମାଳିନ୍ୟ ଦେଖାଯିବା। ପରିବହନ ଓ ବାଣିଜ୍ୟରେ ମାନ୍ଦା ଦେଖାଯିବା।ମନରେ ଚିନ୍ତାର ଭାର ବଢ଼ିପାରେ। ପାରିବାରିକ ବାତାବରଣ ଠିକ ରହିବ, ଏଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶୁଭରଙ୍ଗ: କ୍ରିମ

ବୃଷ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସାଂସାରିକ ସୁଖ ପ୍ରାପ୍ତ ହେବ। ମହିଳାମାନେ ଆଦର ସମ୍ମାନ ପାଇବେ। ବାଣିଜ୍ୟରେ ଉନ୍ନତି ଦେଖାଯିବ। ଜୀବନସାଥୀଙ୍କ ସହିତ ଆପଣ ନିକଟତାର କ୍ଷଣର ଆନନ୍ଦ ଉଠାଇପାରିବେ। ଦାମ୍ପତ୍ୟଜୀବନରେ ମଧୁରତା ରହିବ। ଶୁଭରଙ୍ଗ: କଳା

ମିଥୁନ

କର୍ମ କ୍ଷେତ୍ରରେ ପରିସର ବୃଦ୍ଧି ପାଇବା। ସାଂସାରିକ ଉଚ୍ଚ ଆଶା ପୂରଣ ହେବ। ରାଜିନୀତିରେ ପ୍ରସିଦ୍ଧି ଲାଭ କରିବେ। ବାଣିଜ୍ୟରେ ଲାଭ ପ୍ରାପ୍ତ  ହେବ।କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ। ଆବଶ୍ୟକ କାମ ପଛରେ ଧନ ଖର୍ଚ୍ଚ ହେବ। ଶୁଭରଙ୍ଗ: ସବୁଜ

କର୍କଟ

ଶୃଙ୍ଖଳିତ କର୍ମ କରି ସମ୍ମାନ ଲାଭ କରିବେ। ଧାର୍ମିକ କର୍ମରେ ମନୋନିବେଶ କରିବେ। ବାଣିଜ୍ୟ ଲାଭ ଜନକ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ। ଆର୍ଥିକ ଆୟୋଜନ ସଫଳତା ପୂର୍ବକ ସମ୍ପୂର୍ଣ୍ଣ କରି ପାରିବେ। ଶୁଭରଙ୍ଗ: ଲାଲ

ସିଂହ

କର୍ମକ୍ଷେତ୍ରରେ ଅସହଯୋଗତା ଦେଖାଯିବା। ସାଂସାରିକ ଅସୁବିଧା ଦେଖାଯିବ। ରାଜିନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ହାନି ହେବ।। ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଶୁଭ ଦିନ ଅଟେ। ବନ୍ଧୁ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ତାଙ୍କ ସହିତ ବାହରକୁ ଭୋଜନ କରିବା କିମ୍ବା ବୁଲିବାକୁ ଯିବାର ସୁଯୋଗ ଆସିବ।  ଶୁଭରଙ୍ଗ: ଗୋଲ୍ଡେନ

କନ୍ୟା

କର୍ମ କ୍ଷେତ୍ରରେ ଉନ୍ନତି ଦେଖାଯିବା। ସାଂସାରିକ ବନ୍ଧୁବାନ୍ଧବଙ୍କର ଆଗମନ ହୋଇପାରେ। ପରିବହନରେ ମନମୁତାବକ ଫଳ ମିଳିବ।ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ତେବେ ଆଜି ବହୁତ ସମସ୍ୟାରୁ ବଞ୍ଚି ପାରିବେ। ବାଦ-ବିବାଦରେ ପଡ଼ନ୍ତୁନାହିଁ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଂକୁଶ ରଖିବେ। ଶୁଭରଙ୍ଗ: ସିଲଭର

ତୁଳା

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା ।କର୍ମ କ୍ଷେତ୍ରରେ ଚଞ୍ଚଳତା ଦେଖାଯିବା। ସାଂସାରିକ ଓ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖାଯିବା। ବାଣିଜ୍ୟରେ ଲାଭ ପ୍ରାପ୍ତିର ସୁଯୋଗ ରହିଛି।ଅତ୍ୟନ୍ତ ସାବଧାନପୂର୍ବକ ଆଜିର ଦିନ କାଟିବାକୁ ଉପଦେଶ। ଥଣ୍ଡା, କଫ ଏବଂ ଜ୍ୱର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଶୁଭରଙ୍ଗ: ମେଟାଲିକ

ବିଛା

କର୍ମକ୍ଷେତ୍ରରେ ସହୋଯୋଗ ମିଳିବ। ସାଂସାରିକ ସନ୍ତାନ ସନ୍ତତିମାନେ ଉନ୍ନତି କରିବେ। ପରିବହନ ଓ ବାଣିଜ୍ୟରେ ଶୁଭ ଫଳ ମିଳିବ। ଶାରୀରିକ ଏବଂ ମାନସିକ ରୂପରେ ପ୍ରଫୁଲ୍ଲିତ ରହିବେ। ଭାଗ୍ୟବୃଦ୍ଧିର ସୁଯୋଗ ମିଳିବ। ପରିବାରରେ ଭାଇ-ଭଉଣୀମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବ୍ୟତୀତ ହେବ। ଶୁଭରଙ୍ଗ: ଧଳା

ଧନୁ

ପ୍ରତୀତି କାର୍ଯ୍ୟରେ ବାଧାବିଘ୍ନ ଦେଖାଯିବା। ସାଂସାରିକ ବିବାଦ ଉପୁଜି ପାରେ। ପରିବହନ ଅବାଣିଜ୍ୟରେ ପ୍ରତିବନ୍ଦକ ଦେଖାଯିବ।ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। ବାହର ଖାଇବା ପିଇବାରୁ ଦୂରରେ ରୁହନ୍ତୁ। ରୋଗ ପଛରେ ଧନ ଖର୍ଚ୍ଚ ହୋଇପାରେ।  ଶୁଭରଙ୍ଗ: ନୀଳ

ମକର

କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ସାଂସାରିକ ଦକ୍ଷ ପ୍ରତିପାଦିତ  ହେବ। ଚାକିରିରେ  ଦାୟିତ୍ଵବୋଧ ରହିବା। ବାଣିଜ୍ୟରେ ଉନ୍ନତି ହେବ।ରମଣୀୟ ସ୍ଥାନକୁ ପର୍ଯ୍ୟଟନର ଆୟୋଜନ ହେବ। ମହିଳା ବର୍ଗଙ୍କ ତରଫରୁ ଲାଭ ହେବ। ଶୁଭରଙ୍ଗ: ମେଟାଲିକ

କୁମ୍ଭ

ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ସାଂସାରିକ ସଞ୍ଚଳତା ଦେଖାଯିବା। ମହିଳାମାନେ କର୍ମ ତତ୍ପର ହେବେ। ପରିବହନ ବାଣିଜ୍ୟରେ ଲାଭ ହେବ।ସଂପତ୍ତି ସମ୍ବନ୍ଧୀତ କାର୍ଯ୍ୟର ଉଚିତ ମାର୍ଗ ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହେବ। ଭାଇ-ଭଉଣୀମାନଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ କରିବେ। ଶୁଭରଙ୍ଗ: ମେଟାଲିକ

ମୀନ 

ଦିନଟି ଚଞ୍ଚଳତାରେ ଅତିବାହିତ ହେବ। ଉଭୟ ପ୍ରେମ ଓ ସଂସୃକ ମଧୁର ସମାର୍କ ରହିବା। କ୍ଗାକିରୀରେ କାର୍ତୁପକ୍ଷଙ୍କର ଅସ୍ଥାଭାଜନ  ହେବେ।ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଜି ପୁଞ୍ଜି ନିବେଶ କରିବା ସମୟରେ ବିଶେଷ ସାବଧାନ ରୁହନ୍ତୁ। ଶୁଭରଙ୍ଗ: କଫି

ପଢନ୍ତୁ: ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟବସାୟରେ ହେଉଥିବା କ୍ଷତିକୁ କିପରି ଦୂର କରିପାରିବେ?ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More