ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

horoscope

ମେଷ

କର୍ମଖେତ୍ରରେ ପ୍ରତିକୁଳତା ଦେଖାଯିବ। ସାଂସାରିକ ଆଯ ବ୍ୟୟ ସମାନ ରହିବା। ମହିଳାମାନେ ଚିନ୍ତାରେ ରହିବେ। ପରିବହନ ଓ ବାଣିଜ୍ୟରେ ବ୍ୟୟ ବହୁଳତା ଦେଖାଯିବ। ଆଜି ଆପଣଙ୍କୁ ଶାସନ ଦ୍ଵାରା ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ବ୍ୟକ୍ତି, ବ୍ୟାଙ୍କ କିମ୍ବା ସଂସ୍ଥାରୁ ଋଣ ନେବାକୁ ଚାହୁଁଛନ୍ତି ତେବେ କଦାପି ନିଅନ୍ତୁ ନାହିଁ। ଶୁଭରଙ୍ଗ: ସିଲଭର

ବୃଷ

କୌଣସି ସୂତ୍ରରୁ ହଠାତ ଅର୍ଥପ୍ରାପ୍ତି ହେବ। ଚାକିରିରେ ଶୁଭଫଳ ମିଳିବ। ଆପଣଙ୍କ ଆଶା ଏବଂ ବୁଝିପାରିବାର ଶକ୍ତି ଆପଣଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ । ଶୁଭରଙ୍ଗ: ମେଟାଲିକ

ମିଥୁନ

କାର୍ଜ୍ୟସିଦ୍ଧି ସହ ମାନସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ସାମାଜିକ କ୍ରିୟା କଳାପରେ ବ୍ୟବଧାନ ଆସିପାରେ। କିଛି ଅକସ୍ମାତ୍ ଲାଭ ହେବାରୁ ଆପଣଙ୍କ ଧର୍ମ, ଆଧ୍ୟାତ୍ମ ପ୍ରତି ରୁଚି ସୁଦୃଢ଼ ହେବ। ଶୁଭରଙ୍ଗ: ଗୋଲ୍ଡେନ

କର୍କଟ

କୌଣସି ଯୋଜନା କରି ସଫଳତା ପାଇବେ।ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି । ଭାଗ୍ୟ ଦୃଷ୍ଟିରୁ ଆଜିର ଦିନ ଉତ୍ତମ ରହିବ। ସାଂସାରିକ ସଂଶକାର ବୃଦ୍ଧି ପାଇବା। ଶୁଭରଙ୍ଗ: ଧଳା

ସିଂହ

କର୍ମଖେତ୍ରରେ କର୍ଜ୍ଯାହାନି ଓ ମନସ୍ତାପ ରହିବା। ବାଣିଜ୍ୟରେ ହାନି ହୋଇପାରେ। ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । ଆଜିର ଦିନରେ ମିଶ୍ରିତ ଫଳ ମିଳିବ।ମଧୁର ବାଣୀର ପ୍ରୟୋଗ କରନ୍ତୁ ଅନ୍ୟଥା ସମ୍ବନ୍ଧ ଖରାପ ହୋଇପାରେ। ଶୁଭରଙ୍ଗ: ମେରୁନ

କନ୍ୟା

ଦିନଚାର୍ଜ୍ୟ ବିଳାସପୂର୍ଣ ରହିବା। ଚାକିରିରେ ମର୍ଯ୍ୟାଦା ବୃଦ୍ଧି ପାଇବ। ଆଜି ଆପଣଙ୍କମଧ୍ୟରେ ନିର୍ଭୀକତାର ଭାବ ରହିବ ତଥା ସାହସ ପୂର୍ବକ ନିଜର କଠିନ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସକ୍ଷମ ରହିବେ। ଶୁଭରଙ୍ଗ: ସିଲଭର

ତୁଳା

ଦୁଃସାହସିକ ଭାବେ କର୍ମ ତୁଲାଇବେ। ରାଜନୀତିରେ ନେତୃତ୍ଵ ନେବେ। ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ। ଆପଣଙ୍କ ଅଧିକାର ସଂପତ୍ତିରେ ବୃଦ୍ଧି ହେବ। ଆପଣ ଅନ୍ୟମାନଙ୍କର ଭଲ ଭାବିବେ ଏବଂ ହୃଦୟଭରି ସେବା ମଧ୍ୟ କରିବେ। ଶୁଭରଙ୍ଗ: ଧଳା

ବିଛା

କର୍ମଖେତ୍ରରେ ସହଯୋଗ ମିଳିବ। ସାଂସାରିକ କାମରେ ଦୁରସ୍ତନକୁ ଯାଇପାରନ୍ତି। ରାଜନୀତିରେ ଲାଭନ୍ନତି ହେବ। ଯଦି କୌଣସି ବାଦ ବିବାଦ ଲମ୍ବିତ ଅଛି ତେବେ ସେଥିରେ ସଫଳତା ମିଳିବାର ସଂପୂର୍ଣ୍ଣ ସମ୍ଭାବନା ଶୁଭରଙ୍ଗ: କଫି

ଧନୁ

କର୍ମଖେତ୍ରରେ କିଛିଟା ସମସ୍ଯା ଦେଇ ଗତିକରିବେ। ଚାକିରିରେ କାର୍ଯ୍ୟଭାର ରହିବା। ଆଜି ଆପଣଙ୍କ ବିଦ୍ୟା, ବୁଦ୍ଧି, ଜ୍ଞାନର ବୃଦ୍ଧି ହେବ। ଭାଗ୍ୟର ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସଂନ୍ଧ୍ୟା କାଳରୁ ନେଇକରି ରାତ୍ରି ପର୍ଯ୍ୟନ୍ତ ପେଟର ଯନ୍ତ୍ରଣା ହେବାର ସମ୍ଭାବନା ଅଛି।ଶୁଭରଙ୍ଗ: ବାଇଗେଣୀ

ମକର

ଆଜି ହଠାତ କୌଣସି ବଦାଧରଣର କାର୍ଯ୍ୟକୁ ତୁଲାଇବେ। ରାଜନୀତିରେ ଲୋକପ୍ରିୟତା ମିଳିବ। ଆଜି ଆପଣଙ୍କୁ ବହୁମୂଲ୍ୟ ବସ୍ତୁ ପ୍ରାପ୍ତି ସହିତ ଏପରି ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ସାମନାରେ ଆସିବ। ନିଜର ବ୍ୟବସାୟରେ ଆପଣଙ୍କ ମନ ଲାଗିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶୁଭରଙ୍ଗ: କ୍ରିମ

କୁମ୍ଭ

କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ସାଂସାରିକ ଉତ୍ତମ ବୁଝାମଣା ରହିବ। ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ । ଆଜିର ଦିନ ବୁଦ୍ଧି ବିବେକରେ ନୂଆ-ନୂଆ ଖୋଜ କରିବାରେ କଟିବ। ଶୁଭରଙ୍ଗ: ନୀଳ

ମୀନ

କର୍ମଖେତ୍ରରେ ଆନ୍ତରିକ ଦେଖାଦେବ। ଚାକିରିରେ ପ୍ରଶଂସା ପାଇବେ। ଆଜି ଅଷ୍ଟମ ଭାବରେ ଶତ୍ରୁ ରାଶିଙ୍କର ବୃହଷ୍ପତି ହେବାର କାରଣରୁ ବହୁତ ସମୟରେ ଲଟକି ରହିଥିବା ବିବାଦର ସମାଧାନ ହେବ। ଖୁସିମିଜାଜ ବ୍ୟକ୍ତିତ୍ଵ ହେବାର କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଚେଷ୍ଟା କରିବେ। ଶୁଭରଙ୍ଗ: ଗୋଲ୍ଡେନ

ପଢନ୍ତୁ: ପିଲାର ନାମ କରଣ କରିବାକୁ ଯାଉଛନ୍ତି କି!! ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More