ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

rasiphola

ମେଷ

ଘାତ ପ୍ରତିଘାତ ଯୋଗୁ କିଛିଟା ଚିନ୍ତା ଭିତରେ ଆଗେଇ ଚାଲିବେ। ମହିଳାମାନେ ଭ୍ରମଣ ପ୍ରିୟ ହେବେ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ସୃଷ୍ଟି ହେବାର କାରଣରୁ ମନମାଳିନ୍ୟ ହୋଇପାରେ। ଶୁଭରଙ୍ଗ: କ୍ରିମ

ବୃଷ

କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ। ବୌଦ୍ଧିକ ଚର୍ଚ୍ଚା ତଥା କଥାବାର୍ତ୍ତାରେ ଭାଗ ନିଅନ୍ତୁ ନାହିଁ। ପ୍ରଣୟ ପ୍ରକରଣରେ ସଫଳତା ମିଳିବ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ହେବ। ଶୁଭରଙ୍ଗ: ସବୁଜ

ମିଥୁନ

ଦୀର୍ଘଦିନର ସ୍ଵପ୍ନ ସାକାର ହେବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ। ଜମି ସମ୍ବନ୍ଧୀତ ମାମଲାରେ ସାବଧାନୀପୂର୍ବକ ବ୍ୟବହାର କରନ୍ତୁ। ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ । ଶୁଭରଙ୍ଗ: ସବୁଜ

କର୍କଟ

ଆଜି ବିଭିନ୍ନ ଉପାଯରେ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଚାକିରିରେ ପଦୋନ୍ନତି ରହିଛି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବେ। ଲଘୁ ଯାତ୍ରାର ଯୋଗ ଅଛି। ଶୁଭରଙ୍ଗ: ଗୋଲ୍ଡେନ

ସିଂହ

ଶୃଙ୍ଖଳିତ ଧାରାରେ କର୍ମକରି ସଫଳ ହେବେ। ପରିବହନ ଓ ବାଣିଜ୍ୟରେ ଶୁଭ ଫଳ ପ୍ରାପ୍ତି ହେବ। ଶୁଭ ସମାଚାର ମିଳିବ। ନୂତନ ବସ୍ତୁ କିଣିବା ପାଇଁ ଅନୁକୂଳ ଦିନ ଅଟେ। ଶୁଭରଙ୍ଗ: ମେରୁନ

କନ୍ୟା

କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦବ। ପରିବହନ ଓ ବାଣିଜ୍ୟରେ କ୍ଷତି ଘଟିପରେ। କାର୍ଯ୍ୟଭାରରେ ଆଳସ୍ୟ ଅନୁଭବ କରିପାରନ୍ତି। ଆଜି ଆପଣ ପରିଜନ ଏବଂ ମିତ୍ରମାନଙ୍କ ମଧ୍ୟରେ ଘେରି ରହିବେ। ଶୁଭରଙ୍ଗ: ମେଟାଲିକ

ତୁଳା

ପ୍ରତିଟି କାର୍ଯ୍ୟରେ ଚଞ୍ଚଳତା ଦେଖାଯିବା। ସାଂସାରିକ ସୁଖ ଶାନ୍ତି ପ୍ରାପ୍ତ ହେବ। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ଵଜନମାନଙ୍କ ସମାଚାର ଆପଣଙ୍କୁ ଭାବ-ବିହ୍ୱୋଳ କରିବ। ଲମ୍ବା ଦୂର ଯାତ୍ରାକରିବାର ଯୋଗ ଅଛି। ଶୁଭରଙ୍ଗ: ସିଲଭର

ବିଛା

ଆଜି ଆପଣ କୌଣସି କଥାର ସତ୍ୟତା ପରିକ୍ଷା ପାଇଁ ତାହାକୁ ଯାଞ୍ଚ ନିଶ୍ଚୟ କରନ୍ତୁ । ଏମିତି କୌଣସି କଥାକୁ ଶୁଣି ନିଷ୍ପତ୍ତି ନିଅନ୍ତୁ ନାହିଁ । କ୍ରୋଧକୁ ନିୟନ୍ତ୍ରଣରେ ରଖିବେ। ଖର୍ଚ୍ଚ ବଢ଼ିବା କାରଣରୁ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। କୁଟୁମ୍ବଜନମାନଙ୍କ ଏବଂ ସହକର୍ମିମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଶୁଭରଙ୍ଗ: କଫି

ଧନୁ

କର୍ମକ୍ଷେତ୍ରରେ ସୁଖସମ୍ମାନ ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଆଜି ର ଦିନ ମଉଜ ମସ୍ତୀ ଏବଂ ମନୋରଞ୍ଜନରେ କଟିବ। ସ୍ଵାଦିଷ୍ଟ ଭୋଜନ ଏବଂ ନୂଆ ବସ୍ତ୍ରାଭୂଷଣ ଆଦି କ୍ରୟ କରିବେ। ବାହନ ସୁଖ ପ୍ରାପ୍ତ ହେବ।ଶୁଭରଙ୍ଗ: ହଳଦିଆ

ମକର

କାର୍ଯ୍ୟରେ ବିଳମ୍ବ ଦେଖାଯିବା। ସାଂସାରିକ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ହୋଇପାରେ। ଶାରୀରିକ ଏବଂ ମାନସିକ ରୁପରେ ଅସୁବିଧା ହୋଇପାରେ। ଜି ଆପଣ ନିଜର ମାର୍ଗ ଦର୍ଶନ ପାଇଁ ନିଜର ଆଧ୍ୟାତ୍ମିକତ୍ଜ୍ଞାନର ସାହାରା ନେବେ । ଶୁଭରଙ୍ଗ: ସବୁଜ

କୁମ୍ଭ

କୌଣସି ଏକ ଗୁରୁତ୍ବପୂର୍ଣ କର୍ମରେ ସଫଳ ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ। ପରିବାରର ସଦସ୍ୟମାନଙ୍କ ସହିତ ମିଳିକରି ଆପଣ ଆନନ୍ଦପୂର୍ବକ ସମୟ କଟାଇବେ। ସ୍ଵାସ୍ଥ୍ୟ ଭଲ ରହିବ। ଯଶ, କୀର୍ତ୍ତି ଏବଂ ଆନନ୍ଦ ପ୍ରାପ୍ତି ହେବ। ଶୁଭରଙ୍ଗ: ମେଟାଲିକ

ମୀନ

କର୍ମକ୍ଷେତ୍ରରେ ସମ୍ମାନ ଚାକିରିରେ ପଦୋନ୍ନତି ମିଳିପାରେ। ପରିବହନ ଓ ବାଣିଜ୍ୟରେ ସଫଳ ହେବେ। ସ୍ଵାସ୍ଥ୍ୟ ଭଲ ରହିବ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦିତ ହେବେ। ଶୁଭରଙ୍ଗ: ଧଳା
ପଢନ୍ତୁ : ପିଲାର ନାମ କରଣ କରିବାକୁ ଯାଉଛନ୍ତି କି!! ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More