HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

rasiphola

ମେଷ

ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। । ନ୍ୟାୟାଳୟ କିମ୍ବା କୋର୍ଟ ସମ୍ବନ୍ଧୀତ କାମ-କାର୍ଯ୍ୟରେ ସାବଧାନପୂର୍ବକ ପଦକ୍ଷେପ ଉଠାଇବେ। ଶୁଭରଙ୍ଗ: ପିଙ୍କ

ବୃଷ

ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ। ଭାଗ୍ୟବୃଦ୍ଧିର ଯୋଗଥାଇ ମଧ୍ୟ କୌଣସି କାର୍ଯ୍ୟରେ ଅବିଚାରୀ ପଦକ୍ଷେପରୁ ହାନି ହୋଇପାରେ। ଆଧ୍ୟାତ୍ମିକ ମାମଲାରେ ସିଦ୍ଧି ମିଳିବ। ଶୁଭରଙ୍ଗ: ମେଟାଲିକ

ମିଥୁନ

ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ। ସରକାରୀ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ଶୁଭ ଖବର ମିଳିବ। ନିଜର ଜିଦ ଛାଡ଼ିକରି ଆପଣଙ୍କୁ ସମାଧାନ ରହିବାକୁ ହେବ। ଆର୍ଥିକ ଲାଭର ସମ୍ଭାବନା ଅଛି। ଶୁଭରଙ୍ଗ: ସବୁଜ

କର୍କଟ

ପାରିବାରିକ ମାମଲାକୁ ନେଇ ଆପଣଙ୍କର ବ୍ୟସ୍ତତା ବଢ଼ିବ। କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି।  ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ସଫଳ ଏବଂ ଆନନ୍ଦଦାୟକ ରହିବ। କୌଣସି ଶୁଭ ସମାଚାର ମିଳିବ। ଶୁଭରଙ୍ଗ: ଧଳା

ସିଂହ

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବ୍ୟାବହାରିକ ଅବସରରେ ବାହରକୁ ଯାତ୍ରା କରିବେ। ବିଦେଶରୁ ଭଲ ସମାଚାର ଆସିବ। ଆଜି ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ କରିପାରନ୍ତି। ଶୁଭରଙ୍ଗ: ଗୋଲ୍ଡେନ

କନ୍ୟା

ଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଶୁଭ ସମୟ ନୁହେଁ। ଯାତ୍ରାରେ ଆକସ୍ମିକ କଠିନତା ଆସିପାରେ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶୁଭରଙ୍ଗ: ମେଟାଲିକ

ତୁଳା

ଆପଣଙ୍କ ମିଷ୍ଟ ବ୍ୟବହାର ଆପଣଙ୍କୁ ଯଥେଷ୍ଟ ଲାଭ ଆଣିଦେବ। ଆପଣଙ୍କ ଜୀବନ ଲାଗି କିଛି ଖାସ୍‌ ସୁଯୋଗ ମିଳିପାରେ। କାରାତ୍ମକ ବିଚାରକୁ ମନରେ ଭାରି ନ ହେବାପାଇଁ ଚେଷ୍ଟା କରିବେ। ସରକାରୀ କାମରେ ଅସୁବିଧା ଆସିପାରେ। ଶୁଭରଙ୍ଗ: ଧଳା

ବିଛା

ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କାରବାରରୁ ଆଶାଠୁଁ ଅଧିକ ଲାଭ ପାଇବେ। ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଆଜି ଖର୍ଚ୍ଚ ବଢ଼ିବ ପରନ୍ତୁ ଆପଣଙ୍କୁ ଅନାବଶ୍ୟକ ଲାଗିବନାହିଁ। ଶୁଭରଙ୍ଗ: ଧଳା

ଧନୁ

ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ରିବାରରେ କଲହ ହୋଇପାରେ। ବିପରୀତ ଲିଙ୍ଗ ବ୍ୟକ୍ତି ପ୍ରତି ଆକର୍ଷଣ ଆପଣଙ୍କପାଇଁ ସଂକଟ ହୋଇପାରେ। ଆଜି ଯାତ୍ରା, ପ୍ରବାସ ଏବଂ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବା ହିତକାରୀ ରହିବ। ଶୁଭରଙ୍ଗ:  ହଳଦିଆ

ମକର

ରିୟର ପାଇଁ ନୂଆ ସୁଯୋଗ ମିଳିବ। ଆପଣଙ୍କ ବ୍ୟବହାର ବହୁତ ମଧୁର ରହିବ। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । ଶୁଭରଙ୍ଗ: ମେଟାଲିକ

କୁମ୍ଭ

ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ଦାମ୍ପତ୍ୟଜୀବନର ବିଶେଷ ଆନନ୍ଦ ମିଳିବ। ଶୁଭରଙ୍ଗ:  ହଳଦିଆ

ମୀନ

କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଓ ସଫଳ ହେବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି।  ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି ,ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ,ଯଶର ପୁରା ମଜ୍ଜା ନେଇ ପାରନ୍ତି।  ଶୁଭରଙ୍ଗ; କଫି

ପଢନ୍ତୁ: ଆସନ୍ତୁ ଜାଣିବା ଦିଗ ଅନୁଯାଇ ଶୋଇବାର ସଠିକ ଶୈଳୀ କିପରି ହେବା ଉଚିତ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

Leave a Comment