HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

rasiphola

ମେଷ

ଦିନ ମଧ୍ୟମ ଫଳଦାୟୀ ପ୍ରମାଣିତ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ସୃଷ୍ଟି ହେବାର କାରଣରୁ ମନମାଳିନ୍ୟ ହୋଇପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁଭରଙ୍ଗ: ଗୋଲ୍ଡେନ

ବୃଷ

ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ସନ୍ତାନମାନଙ୍କର ସମସ୍ୟାରେ ଚିନ୍ତିତ ହୋଇପାରନ୍ତି। ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଶୁଭରଙ୍ଗ: ଆକାଶୀ

ମିଥୁନ

ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ଯାତ୍ରା ପାଇଁ ଆଜିର ଦିନ ଅନୁକୂଳ ନୁହେଁ।  ଜମି ସମ୍ବନ୍ଧୀତ ମାମଲାରେ ସାବଧାନୀପୂର୍ବକ ବ୍ୟବହାର କରନ୍ତୁ। ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଶୁଭରଙ୍ଗ: ସବୁଜ

କର୍କଟ

ସବୁ କାମ ଆପଣଙ୍କ ମନମୁତାବକ ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ପ୍ରତିଷ୍ଠା ବଢ଼ିବ। ଆ କାର୍ଯ୍ୟର ପ୍ରାରମ୍ଭ କରିବେ। ଭାଗ୍ୟରେ ଲାଭଦାୟକ ପରିବର୍ତ୍ତନ ଆସିବ।  ଶୁଭରଙ୍ଗ: ଧଳା

ସିଂହ

ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶ˚ସା କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିବ। ସନ୍ତାନଙ୍କ ଠାରୁ ସୁଖ ମିଳିବ। ଶୁଭରଙ୍ଗ: ବାଦାମୀ।

କନ୍ୟା

ଆଜି ଆପଣ ପରିଜନ ଏବଂ ମିତ୍ରମାନଙ୍କ ମଧ୍ୟରେ ଘେରି ରହିବେ। ବ୍ୟାପାର ସମ୍ବନ୍ଧରେ ଯାତ୍ରା ହେବ ଏବଂ ସେଥିରେ ଲାଭ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ, ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତି ହେବ। ଶୁଭରଙ୍ଗ: ଗୋଲାପି

ତୁଳା

ଆଜି ଆପଣ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି। ଆକସ୍ମିକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ନୂତନ ବସ୍ତୁ କିଣିବା ପାଇଁ ଅନୁକୂଳ ଦିନ ଅଟେ। ଅଫିସରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ଶୁଭରଙ୍ଗ: ମେଟାଲିକ

ବିଛା

ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ଆର୍ଥିକ ସ୍ଥିତି ମଜଭୁତ ହେବ। ଖର୍ଚ୍ଚ ବଢ଼ିବା କାରଣରୁ ଆର୍ଥିକ ଅସୁବିଧା ଅନୁଭବ କରିପାରନ୍ତି। ଛାତ୍ରଙ୍କୁ କୌଣସି ଶୁଭ ଖବର ମିଳିପାରେ। ଶୁଭରଙ୍ଗ: ଧଳା।

ଧନୁ

ସଫଳତାର ନୂଆ ପାହାଚରେ ପାଦ ରଖିବେ। ବ୍ୟବସାୟରେ ଭାଗିଦାରୀଙ୍କଠାରୁ ଲାଭ ମିଳିବ। ସହ ମାନ-ସମ୍ମାନ ମିଳିବ। ମିକାଙ୍କୁ ଉପହାର ଦେଇପାରନ୍ତି। କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଶୁଭରଙ୍ଗ: ଧଳା

ମକର

ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ। ଆମଦାନିରେ ଅଚାନକ ବୃଦ୍ଧି ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଘିଅ ରଙ୍ଗ।

କୁମ୍ଭ

ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ବ୍ୟସ୍ତ କରେଇଦେବ । ସ୍ଵାସ୍ଥ୍ୟ ଭଲ ରହିବ। ଯଶ, କୀର୍ତ୍ତି ଏବଂ ଆନନ୍ଦ ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ସହକର୍ମିମାନଙ୍କର ସହଯୋଗ ପ୍ରାପ୍ତ ହେବ। ଶୁଭରଙ୍ଗ: ନୀଳ

ମୀନ

ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ। ଲମ୍ବା ଦୂର ଯାତ୍ରାକରିବାର ଯୋଗ ଅଛି। ଅତ୍ୟଧିକ କାମ ବୋଝ କାରଣରୁ ଆଳସ୍ୟ ଅନୁଭବ କରିପାରନ୍ତି। ଶୁଭରଙ୍ଗ: ଧଳା
ପଢନ୍ତୁ: ଘରେ ସବୁଦିନ ସୁଖଶାନ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ନିୟମ

Related posts

୩ ନଭେମ୍ବର , ରାଶିଫଳ

ENO Beuro

୨ ନଭେମ୍ବର, ଗୁରୁବାର – ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment