HOROSCOPES

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଭାଗ୍ୟ ଆଜି ଆପଣଙ୍କ ସାଥ ଦେବ। ନିର୍ଦ୍ଦିଷ୍ଟ ସମୟରେ ସମସ୍ତ କାର୍ଯ୍ୟ ହାସଲ ହେବ। ପରିବାର ଲୋକଙ୍କ ଠାରୁ ସୁଖବର ପାଇପାରନ୍ତି। ଜୀବନସାଥୀଙ୍କ ପୂର୍ଣ ସହଯୋଗ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମହାଲକ୍ଷ୍ମୀ।
ବୃଷ: ଆଜି ଆପଣଙ୍କ ଦିନଟି କୌଣସି କାର୍ଯ୍ୟ ଶୁଭାରମ୍ଭ ପାଇଁ ଉପଯୁକ୍ତ ନୁହେ। ସମସ୍ତ ପୂରା ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉତ୍ପନ୍ନ ହେଇପାରେ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଆକାଶୀ। ଆରାଧନା: ମାଆ ଶାରଳା।
ମିଥୁନ: ଆପଣଙ୍କ ଦିନଟି ଆଜି ଭଲରେ କଟିବ। ଭ୍ରମଣ ଯୋଗ ରହିଛି। ଜୀବନସାଥୀଙ୍କ ସହିତ ଆଜି ଆପଣଙ୍କର ସମ୍ବନ୍ଧ ରୋମାଞ୍ଚକର ରହିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଧ୍ୟାନ ଦେବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।
କର୍କଟ:ଆଜି ଦିନଟି ଆପଣଙ୍କ ପାଇଁ ସୁଖବର ଦାଯକ ରହିବ। ଶତ୍ରୁଙ୍କ ଠାରୁ ମଧ୍ୟ ସାହାଯ୍ୟ ମିଳିପାରେ। ଦୁରାଯାତ୍ରା ଯୋଗ ରହିଛି । ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।
ସି˚ହ:ଆଜି ଦିନଟି ଆପଣଙ୍କର ଭଲରେ କଟିବ । ପାରିବାରିକ ସଂପର୍କ ଭଲ ରହିବ। ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଅମ୍ବିକା।
କନ୍ୟା: ସାବଧାନରେ ଚଳନ୍ତୁ, ସଫଳତା ନିଶ୍ଚୟ ମିଳିବ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ମେଟାଲିକ। ଆରାଧନା: ମାଆ ସମଲେଶ୍ବରୀ
ତୁଳା: ଆତ୍ମବିଶ୍ବାସର ଦୃଢ ରହିବ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ଚାକିରିଆଙ୍କୁ ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ବ ମିଳିବା ଯୋଗ ରହିଛି। ଛାତ୍ରଛାତ୍ରୀଙ୍କର ପଢ଼ିବା ଲେଖିବାରେ ମନ ଲାଗିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଦେବ।।
ବିଛା: ଦିନଟି ଆପଣଙ୍କ ମୋଟାମୋଟି ରହିବ। ଆମଦାନିରେ ବୃଦ୍ଧି ହେବ। ପରିବରିକ କଳହ ଲାଗିରହିବ। ବନ୍ଧୁଙ୍କ ସହିତ ମିଳନର ଯୋଗ ରହିଛି। ଛାତ୍ରୀଙ୍କୁ ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ସିଲଭର। ଆରାଧନା: ମାଆ ତାରିଣୀ।
ଧନୁ: ଦିନଟି ଖୁବ ଭ୍ଲାଡ଼େ ଭଲରେ କଟିବ। କାମରେ ଯଥେଷ୍ଟ ଉତ୍ସାହ ରହିବ। ଆର୍ଥିକ ପକ୍ଷ ମଜଭୁତ ହେବ। ବ୍ୟବସାୟରେ ଉନ୍ନତି ହୋଇପାରେ। ମହିଳାଙ୍କର ସାମାଜିକ ଏବଂ ପାରିବାରିକ ଜୀବନ ସୁଖଦ ହେବ। ଶୁଭରଙ୍ଗ: ହଳଦିଆ। ଆରାଧନା: ମାଆ ଭୈରବୀ।
ମକର:ଆଜି ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ସୁଫଳ ମିଳିବ। ପାରିବାରିକ ଶାନ୍ତି ଯୋଗରହିଛି। ଅଫିସରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ବାଇଗଣି। ଆରାଧନା: ବାବା ଲିଙ୍ଗରାଜ।
କୁମ୍ଭ:ଆଜି ଦିନଟି ଆପଣଙ୍କ ଲାଗି ଖୁବ ସ୍ପେଶାଲ ରହିବ। ସୁଖବର ଶୁଣିବାକୁ ମିଳିବ। କାରବାରୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ। ବନ୍ଧୁଙ୍କ ସହିତ ଭଲ ସମୟ କଟିବ। ସ୍ବାଦିଷ୍ଠ ଭୋଜନ ଯୋଗ ରହିଛି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।
ମୀନ: ବ୍ୟବସାୟ ପାଇଁ ଆଜିର ଦିନଟି ଅନୁକୂଳ। ମନଯୋଗର ସହିତ ସମସ୍ତ କାମ କରନ୍ତୁ। ପାରିବାରିକ କଳହ ଦୂର ହେବ। ଜୀବନସାଥୀ ଓ ବନ୍ଧୁବାନ୍ଧବଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। ଛାତ୍ରୀମାନେ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ:ଲାଲ। ଆରାଧନା: ମାଆ ସରସ୍ବତୀ।

ପଢନ୍ତୁ:ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ପ୍ରଥମ ରୋଡ୍‌ ସୋ’; ଯୋଗଦେବେ ରାହୁଲ ଗାନ୍ଧୀ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୨୨ ନଭେମ୍ବର, ବୁଧୁବାର – ରାଶିଫଳ

ENO Beuro

୧୭ ନଭେମ୍ବର, ଶୁକ୍ରବାର – ରାଶିଫଳ

ENO Beuro

Leave a Comment