ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୩ ଦିନ ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବ। ଉପକୂଳରେ ୩ ଡିଗ୍ରି କମିବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୧.୫ ଡିଗ୍ରି କମିପାରେ।
ବଙ୍ଗୋପସାଗରରେ ରହିଥିବା ସୁଦୃଶ ଲଘୁଚାପ ଦୁର୍ବଳ ହେବା କାରଣରୁ ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରଭାବ କମିବ। ପାଗ ଶୁଖିଲା ରହିବ ଓ ଶୀତ ମଧ୍ୟ ବଢ଼ିବ। ରାଜ୍ୟରେ ଜଳୀୟବାଷ୍ପର ମାତ୍ରା କମିବା ସହ ଶୁଷ୍କତା ମଧ୍ୟ ବୃଦ୍ଧିପାଇବ। ଫଳରେ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ଖସିବ ଓ ଆସନ୍ତାକାଲିଠୁ ଶୀତ ପ୍ରକୋପ ବଢ଼ିବ। ଗତକାଲି ରାତିରେ ରାଜ୍ୟରେ ବିଶେଷ ଶୀତ ପ୍ରକୋପ ନଥିଲା। ଅଧିକାଂଶ ସ୍ଥାନର ତାପମାତ୍ରା ପ୍ରାୟତଃ ସ୍ବାଭାବିକ ରହିଥିବା ବେଳେ ୧୩.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ପାରଦସ୍ତରରେ ବିରାଟ ପରିବର୍ତ୍ତନ ଆସିବ ବୋଲି ସୂଚନା ମିଳିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୩ ଦିନ ଅର୍ଥାତ ୨୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବ। ଉପକୂଳରେ ୩ ଡିଗ୍ରି କମିବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୧.୫ ଡିଗ୍ରି କମିପାରେ। ୨୭ ତାରିଖରୁ ଉପକୂଳରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ। ୨୯ ତାରିଖ ସୁଦ୍ଧା ପ୍ରାୟ ୨ ଡିଗ୍ରି ତାପମାତ୍ରା ବଢ଼ିପାରେ। ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ୨୭ ଓ ୨୮ ତାରିଖ ୨ ଦିନରେ ପ୍ରାୟ ୨ ଡିଗ୍ରି ତାପମାତ୍ରା ବଢ଼ିବ। ଉତ୍ତର ଆଭ୍ୟନ୍ତରରେ ଆସନ୍ତାକାଲି ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରି କମି ୨୬ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୨୭ ଓ ୨୮ ତାରିଖ ୨ ଦିନ ଭିତରେ ରାତିରେ ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିପାରେ। ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପରେ ଘନୀଭୂତ ହେଲେ ମଧ୍ୟ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ସପ୍ତାହେ ପର୍ଯ୍ୟନ୍ତ ବିଶେଷ କୁହୁଡ଼ି ପଡ଼ିବାର ସମ୍ଭାବନା ନାହିଁ। ୨୬ ତାରିଖରୁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବା ସହିତ ଉପକୂଳରେ ଆର୍ଦ୍ରତା ବଢ଼ିବା ଯୋଗୁଁ ଫସଲରେ ରୋଗ ପୋକ ବଢ଼ିବାର ସମ୍ଭାବନା ରହିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।