Movie News

ଆସନ୍ତା କାଲି ପରଦାକୁ ଆସୁଛି ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’

a film based on sanitation

କାଲି ପରଦାକୁ ଆସୁଛି ବିବାଦୀୟ ଫିଲ୍ମ  ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’ ବହୁ ବାଦ ପ୍ରଦିବାଦ ପରେ ରିଲିଜ ହବ ଏହି ଫିଲ୍ମ। ଏହି ଫିଲ୍ମର ନିର୍ଦ୍ଦେଶକ ରାକେଶ ଓମ ପ୍ରକାଶ  ମେହେରା ଏଭଳି ଏକ ଦମଦାର କାହାଣୀକୁ ନେଇ ପରଦାକୁ ଆସିଛନ୍ତି। କିନ୍ତୁ ଏହି ଫିଲ୍ମଟି ସ୍ୱଚ୍ଛତା  ଉପରେ ଆଧାରିତ ହୋଇଥିବାରୁ ଟ୍ରେଲର୍‌କୁ ଖୁବ୍‌ ପ୍ରଶଂସା  କରିଥିଲେ ଦେଶବାସୀ।

tomorrow release

ଏହି ଫିଲ୍ମଟି ମୁମ୍ବାଇର ଗୋଟିଏ ସ୍ଲମ୍‌ ଏରିଆରେ କହ୍ନେୟା  ନାମକ ଜଣେ ୮ ବର୍ଷର ପିଲା ତା ମା’ ସହିତ ରହୁଛି ତାଙ୍କ ଜୀବନର ଗତିପଥ ସେତେବେଳେ ବଦଳେ ଯେତେବେଳେ କହ୍ନେୟାର ମା’ ବାହାରକୁ ଶୌଚ ହେବା ପାଇଁ ଯାଇ ଦୁଷ୍କର୍ମର ଶିକାର ହୁଅନ୍ତି। ପରେ କହ୍ନେୟା ତାଙ୍କ ଘରେ ଶୌଚାଳୟ  ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ  ପାଖକୁ ଚିଠି ଲେଖେ ଏପରି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ଏହି ଫିଲ୍ମ। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଅଞ୍ଜଳି ପାଟିଲ୍‌  ଏବଂ ମକରନ୍ଦ   ଦେଶପାଣ୍ଡେ।

ଏହି ଫିଲ୍ମର କାହାଣୀକୁ ନେଇ ନିର୍ଦ୍ଦେଶକ ରାକେଶ ଓମ ପ୍ରକାଶ ମେହେରା କୁହନ୍ତି, ଥରେ ଶୁଟିଂ ଶେଷ କରି ସେ ଭୋର ୪ଟା ସମୟରେ ଫିଲ୍ମ ସିଟି ନିକଟରେ ଥିବା ଏକ ବସ୍ତି ଦେଇ ଯାଉଥିଲେ। ଯେଉଁଠି ମହିଳାମାନେ ଖୋଲା ସ୍ଥାନରେ ଶୌଚ କରୁଥିଲେ। କିନ୍ତୁ ଗୋଟିଏ ଗାଡ଼ି ଆସିବା ଦେଖି ସେମାନେ ସେଠୁ ଚାଲି ଯାଇଥିଲେ। ତେବେ ସେମାନେ ଏହି ଫିଲ୍ମ ମାଧ୍ୟମରେ ସେ ସ୍ବଚ୍ଛତାକୁ ପ୍ରାଧାନ୍ୟ  ଦେଇଥିବା କଥା କହିଛନ୍ତି।

ପଢନ୍ତୁ:  ଅକ୍ଷୟ ପରିଜା ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ “ଚିରକୁଟ” ଦ ଷ୍ଟୋରି ଅଫ ଏ ଦେଶୀ ଲଭର ର ଅଡିଓ ରିଲିଜ

Related posts

Ollywood Release Odia Movie “The End-It Begins Here”

ENO Beuro

Tumaku Mun BhalaPai Luchi Luchika odia movie Cast, Crew

Jitendra

Upcoming Odia Movie Heartless Official Poster Released

ENO Beuro

Leave a Comment