EnewsOdia.Com

ଆସନ୍ତାକାଲି ବଡ଼ଦିନ : ଆଜି ମଧ୍ୟରାତ୍ରୀରେ ଜନ୍ମନେବେ ପ୍ରଭୁ ଯିଶୁ

ବଡଦିନକୁ ଆଉ ଗୋଟିଏ ଦିନ ଅପେକ୍ଷା । ଖ୍ରୀଷ୍ଟ ଧର୍ମର ସବୁଠାରୁ ବଡପର୍ବ ହେଉଛି ବଡଦିନ। ଏହି ଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାପୃଷ୍ଠକୁ ଅବତରଣ କରିଥାନ୍ତି। ସାରା ବିଶ୍ବରେ ଯୀଶୁଙ୍କ ଜନ୍ମ ଦିନକୁ ଅତି ଧୁମଧାମରେ ପାଳନ କରାଯାଏ । ଏହାକୁ ନେଇ ବିଭିନ୍ନ ପ୍ରକାରର ପରମ୍ପରା ମଧ୍ୟ ପ୍ରଚଳିତ ରହିଛି। ଆଜି ମଧ୍ୟ ରାତ୍ରୀରେ ଜନ୍ମନେବେ ଯିଶୁ । ଏଥିପାଇଁ ସଜେଇ ହେଲାଣି ବିଭିନ୍ନ ଚର୍ଚ୍ଚ । ସେହିଭଳି ବଜାରରେ ମଧ୍ୟ ଖୋଲିଛି ଖ୍ରୀଷ୍ଟମାସ ସାମଗ୍ରୀର ପସରା ଆଉ ସାନ୍ତାକ୍ଲଜ।

ଖ୍ରୀଷ୍ଟମାସ ଅବସରରେ ସାନ୍ତା କ୍ଳଜଙ୍କ ବିଶେଷ ମହତ୍ତ୍ବ ରହିଛି। ନାଲି ରଙ୍ଗ ଡ୍ରେସ୍ ଓ ଟୋପି ପିନ୍ଧିଥିବା ସାନ୍ତା କ୍ଳଜ ପିଲାଙ୍କୁ ଉପହାର ବାଣ୍ଟୁଥିବା ଟିଭିରେ ଦେଖିବାକୁ ମିଳିଥାନ୍ତି। ସାନ୍ତା କ୍ଳଜ କେହି ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ନୁହେଁ। ଯେ କେହି ସାନ୍ତା କ୍ଳଜ୍ ବେଶ ଧାରଣ କରିପାରିବେ।


ପଢନ୍ତୁ: ଜିଓଠାରୁ ଅଧିକା ସୁବିଧା ଦେଉଛି ବିଏସଏନଏଲ

ସମ୍ବନ୍ଧିତ ଖବର

ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ହତ୍ୟାକାରୀ

Ratnamani Maharana

ଗଗନଯାନ ପାଇଁ ୧୧ ମାସ ରୁଷରେ ତାଲିମ ନେବେ ୪ ମହାକାଶଚାରୀ

Ratnamani Maharana

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

Ratnamani Maharana

ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା ମହିଳା, ଦୁହିଁଙ୍କ ନାକ କାଟିଦେଲେ ଲୋକ

Ratnamani Maharana

ମଦ୍ୟପାନରେ ତ୍ରିପୁରା ଦେଶର ଏକ ନମ୍ବର ରାଜ୍ୟ

Ratnamani Maharana

ଏଣିକି ମାତ୍ର ୧୦ ଟଙ୍କାରେ ହୋଇପାରିବ ‘ବ୍ଲଡ଼ ଟେଷ୍ଟ’

Ratnamani Maharana