News

ଭୋଟଗଣତି ସମୟରେ କ୍ୟାବିନେଟ୍‌ ବୈଠକ ଡାକିଲେ ମୋଦି

Me

ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ୫୪୨ ଟି ଆସନ ମଧ୍ୟରୁ ବିଜେପି-୩୪୪,  କଂଗ୍ରେସ- ୯୧ ଏବଂ ଅନ୍ୟାନ୍ୟ-୧୦୭ ଆସନରେ ଆଗୁଆ ଅଛନ୍ତି । ପ୍ରାଥମିକ ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ସ୍ପଷ୍ଟ ହେଉଛି। ଏଥିପାଇଁ ବିଜେପି ଶିବିରରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।

ଆଜି ଭୋଟ ଫଳ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀଙ୍କୁ ଭେଟିବେ। ଆସନ୍ତାକାଲି ମୋଦି ଜରୁରୀ କ୍ୟାବିନେଟ୍‌ ବୈଠକ  ଡାକିଛନ୍ତି। ବୈଠକର କାରଣ ସମ୍ପର୍କରେ ଜଣାପଡ଼ି ନଥିଲେ ହେଁ ପରବର୍ତ୍ତୀ ସରକାର ଗଠନ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି ଜଣାଯାଉଛି।
ପଢନ୍ତୁ: ପୁରୀ ଲୋକସଭା ଆସନରେ ଆଗରେ ସମ୍ବିତ ପାତ୍ର

Related posts

ପାକିସ୍ତାନର F-୧୬ ବିମାନକୁ ଖସାଇଲା ଭାରତ

ENO Beuro

କଟକ-ଭୁବନେଶ୍ୱରର ପୁଲିସ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ

Ratnamani Moharana

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

ENO Beuro

Leave a Comment