26 C
Bhubaneswar
January 19, 2021
EnewsOdia.Com
ନ୍ୟୁଜ୍

ଜାନୁଆରୀ ୧୫ରେ ରସଗୋଲା ମହୋତ୍ସବ

ଜାନୁଆରୀ ୧୫ ତାରିଖରେ ରସଗୋଲା ମହୋତ୍ସବ । କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ।  ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ।ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ତଥା ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ ଭାଗ ନେବେ।

ଏଥିରେ ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର ପାଳୁଅ ଲଡ଼ୁ, ନୟାଗଡ଼ର ଛେନାପୋଡ଼, ଟାଙ୍ଗିର ଛେନା କାକରା, ପୁରୀର କ୍ଷୀରି, ନିମାପଡ଼ାର ଝିଲ୍ଲୀ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସ୍ଥାନର ମିଠା ସାମଗ୍ରୀର ପସରା ମେଲିବ। ତା ସାଙ୍ଗକୁ ମିଠା ମିଠା ସଙ୍ଗୀତର ଆସର ବି ଜମିବ।

ପଢନ୍ତୁ: ମୋଦୀଙ୍କ ନିମନ୍ତ୍ରଣ ରକ୍ଷାକରି ଭାରତ ଆସିପାରନ୍ତି ଡୋନାଲ୍ଡ ଟ୍ରମ୍ପ୍‌

Related posts

କରୋନା ପାଇଁ ଟୁଇଟ କରି ପ୍ରଶଂସା ସାଉଣ୍ଟୁଛି ଅମୂଲ

Ratnamani Maharana

ଡ୍ୟାନିଙ୍କ ଜୀବନସାଥୀ ହେଲେ ଝିଲିକ୍‌

Ratnamani Maharana

ଏକା ସାଥିରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More