Entertainment

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର

total dhamal

ରିଲିଜ ହେଲା ଆକ୍ଟର ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର । ଏହି ଟ୍ରେଲରରେ ଏଂଟରଟେନମେଂଟର ପୂରା ଡୋଜ ଦେଖିବାକୁ ମିଳିଛି। ଏଥିରେ ନଜର ଆସିଛନ୍ତି ଲିଡ୍ ରୋଲରେ ଥିବା ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ।

total dhamal

୨୦୦୭ରେ ରିଲିଜ ହୋଇଥିବା ଇନ୍ଦ୍ର କୁମାରଙ୍କ ସୁପରହିଟ୍ ଫିଲ୍ମ ସିରିଜ ଧମାଲ ଓ ଡବଲ ଧମାଲର ଥାର୍ଡ ପାର୍ଟ ହେଉଛି ଟୋଟାଲ ଧମାଲ। ଫିଲ୍ମରେ ଗେଷ୍ଟ ଆପିଏରାନ୍ସରେ ନଜର ଆସିବେ ଆମୀର ଖାନ୍ ଓ ସୋନାକ୍ଷୀ ସିହ୍ନା। ଫେବ୍ରୁଆରୀ ୨୨ରେ ବଡ ପରଦାକୁ ଆସିବ ଟୋଟାଲ ଧମାଲ

ଏହି ଫିଲ୍ମଟି ଫେବ୍ରୁଆରୀ ୨୨ ତାରିଖରେ ରିଲିଜ ହେବ।

ପଢନ୍ତୁ; ୩୬ଟି ଟ୍ରେନ୍‌ରେ ଲାଗିଲା ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ୍‌

Related posts

Musical Show Sa Re Ga Ma Pa Li’l Champs 2017 Winners

ENO Beuro

‘ରାଇଜିଙ୍ଗ ଷ୍ଟାର-୨’ ସୋ’ର ବିଜେତା ହେଲେ ହେମନ୍ତ ବ୍ରିଜବାସୀ

ENO Beuro

” ଦେଖି ପାରିବିନି ତୋ ବଧୂ ବେଶ ” ଦୁଃଖ ଭରା ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୩ ଲକ୍ଷ୍ୟ ଟପି ଏବେ ଚର୍ଚ୍ଚାରେ

ENO Beuro

Leave a Comment