LIFESTYLE

ଆପଣଙ୍କ ଜିଭ ଜିଭ ସିଝି ଯାଇଛିକି! ଜାଣିରଖନ୍ତୁ ଏଥିରୁ କିପରି ପାଇବେ ଉପଶମ

Tr

ଅନେକ ସମୟରେ ଚା’ କିମ୍ବା ଅନ୍ୟ କୌଣସି ଗରମ ଖାଦ୍ୟ ଖାଇବା ଦ୍ଵାରା ଜିଭ ସିଝିଯାଏ।ଦିନେ କି ଦୁଇଦିନ ବହୁତ କଷ୍ଟ ହୋଇଥାଏ। ଯାହାଦ୍ୱାରା କୌଣସି ଖାଦ୍ଯର ସ୍ଵାଦ ଜଣା ପଡିନଥାଏ। ଏବଂ ଆମକୁ ଚିଡିଚିଡା ଲାଗିବା ସହ ବହୁତ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ କିଛି ସହଜ ଉପାୟ ବତାଇଦେବୁ। ଆସନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ।

 

୧) ଅଳ୍ପ କିଛି ବେକିଙ୍ଗ ସୋଢା ପାଣିରେ ଗୋଳାଇ କୁଲି କଲେ ଏଥିରୁ ଉପଶମ ମିଳିଥାଏ।

୨) ଘିକୁଆଁରୀ (ଆଲୋଭେରା) କୁ ବରଫରେ ଜମାଟ  କରି ଜିଭ ପୋଡିଥିବା ଜାଗାରେ ରଖିଲେ, କଷ୍ଟ ଦୂର ହୋଇଥାଏ।

୩)  ଗୋଟେ ଚାମଚ ଦହି କିଛି ସମୟ ପାଟିରେ ରଖନ୍ତୁ। ଦେଖିବେ କିଛି ସମୟ ପରେ ଆରମ ଲାଗିବା।

୪) ଜିଭ ସିଝି ଯାଇଥିଲେ ସେହି ସ୍ଥାନରେ କିଛି ଚିନି ମିଳାଇବା ପର୍ଯ୍ୟନ୍ତ ରଖନ୍ତୁ। ଆରମ ମିଳିବ।

୫) ବରଫକୁ ପାଣିରେ ଧୋଇ ଦେଇ କଷ୍ଟ ହେଉଥିବା ସ୍ଥାନରେ ଲଗେଇଲେ କଷ୍ଟରୁ କେତେକାଂଶରେ ଆରମ ମିଳିଥାଏ।

୬) ଏହା  ଛଡା ଜିଭରେ ମହୁ ବ୍ୟଭର କରିପାରେ। ଏହାର ବ୍ୟବହାର ଦ୍ଵାରା ଜିଭ କଷ୍ଟରୁ ଆରମ ମିଳିଥାଏ।

ପଢନ୍ତୁ: ଆସନ୍ତୁ ଜାଣିବା ଦଲିଆ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

Related posts

ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ,ଆସନ୍ତୁ ଜାଣିବା ମହିଳାମାନଙ୍କ ବିଷୟରେ ଏହି ୭ଟି ଗୁଣ

ENO Beuro

ହାତ ଗୋଡ ଝିମ ଝିମ ହେଇଯାଉଛି କି? ଜାଣିରଖନ୍ତୁ ଏହାର ଉପଚାର

ENO Beuro

ଆପଣ କମ ପାଣି ପିଉଛନ୍ତି କି? ତେବେ ଜାଣିରଖନ୍ତୁ କମ ପାଣି ପିଇବା ଦ୍ଵାରା ଶରୀରରେ କେଉଁ ସମସ୍ୟା ଦେଖାଯାଇଥାଏ?

ENO Beuro

Leave a Comment