News

ବିଏମ୍‌ସି ଗାଡିକୁ ବି ଛାଡିଲାନି ଟ୍ରାଫିକ୍ ପୋଲିସ

Untitled 1

ପଟମିଟ୍ ନଥାଇ ଡାଲାରେ ଲୋକ ବସାଇଥିବାରୁ ୧୫ହଜାର ଫାଇନ୍

ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ଆଦାୟ ହେଉଛି ଜରିମାନା। ଗତକାଲି କେବଳ ଟ୍ୱିନ୍‌ସିଟିରେ ୮ ଲକ୍ଷ ୧୬ ହଜାର ୫୦୦ ଟଙ୍କା ଚାଲଣ କଟାଯାଇଛି। ବିଏମସି  ଗାଡିକୁ ୧୫ ହଜାର ଫାଇନ୍‌ । ବିଏମସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗାଡିକୁ ୧୫ ହଜାର ଟଙ୍କା ଫାଇନ୍‌ କରିଛି । ନାଲ୍‌କୋ ଛକରେ ଫାଇନ୍‌ କରିଛନ୍ତି ଟ୍ରାଫିକ୍ ପୋଲିସ । ପରମିଟ୍ ନଥିବାରୁ ୧୦ ହଜାର ଟଙ୍କା ଫାଇନ୍‌ କରାଯାଇଛି । ଗାଡିଟି ଡାଲାରେ ଲୋକ ବସାଇ ନେଇଥିବାରୁ ୫ ହଜାର ଟଙ୍କା ଫାଇନ୍‌ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା  ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଡାକଡି କରାଯାଇଛି ।

ପଢନ୍ତୁ: କାଗଜପତ୍ର ନ ଦେଖାଇଲେ ତୁରନ୍ତ ଚାଲାଣ କାଟିପାରିବନି ଟ୍ରାଫିକ ପୁଲିସ; ଜାଣନ୍ତୁ କିପରି

Related posts

ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ତଣ୍ଡ ଗଣିଲେ ଚାରି ଜଣ ଯବାନ

ENO Beuro

୫୨ଜଣ ଅମରନାଥ ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିବା ଡ୍ରାଇଭରଙ୍କୁ ସାହସିକତା ପୁରସ୍କାର

ENO Beuro

ବିକ୍ରମ ସହ ଯୋଗାଯୋଗ ଚ୍ଛିନ୍ନ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅଭିଯାନ ଜାରି ରଖିଛି ଅର୍ବିଟର

Ratnamani Moharana

1 comment

ସ୍କୁଲରେ ପହଞ୍ଚି ପାରୁନି ‘ଖୁସି’ September 5, 2019 at 2:37 pm

[…] ବିଏମ୍‌ସି ଗାଡିକୁ ବି ଛାଡିଲାନି ଟ୍ରାଫିକ୍… […]

Leave a Comment