EnewsOdia.Com

‘ବୋଲୋ ତାରାରାରା’ ଗୀତ ଗାଇ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ

ରାସ୍ତାରେ ସୁରକ୍ଷିତ ଭାବେ ଯାନବାହାନ ଯିବା ଆସିବା କରିବାକୁ ନେଇ ସରକାର ଟ୍ରାଫିକ ନିୟମ ବନାଇଛନ୍ତି । କିନ୍ତୁ ଲୋକେ ଏହାକୁ ମାନିବାକୁ ନାରାଜ । ସେପ୍ଟେମ୍ବର ୧ରେ ମୋଟରଯାନ ଆଇନରେ ପରିବର୍ତ୍ତନ ଅଣାଯାଇଥିବା ବେଳେ ଏହାକୁ ନେଇ ଲୋକେ ସଚେତନ ହୋଇଥିଲେ ସତ, କିନ୍ତୁ ଏବେ ପୁଣି ପୂର୍ବଭଳି ଅବସ୍ଥା ଦେଖିବାକୁ ମିଳୁଛି ।

ଚଣ୍ଡିଗଡ଼ରେ ନୋ ପାର୍କିଂ ସ୍ଥାନରେ ଗାଡ଼ି ପାର୍କ କରାଯାଉଥିବା ଦେଖି ଜଣେ ଟ୍ରାଫିକ ପୁଲିସ କରିଥିବା କାମର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟ୍ରାଫିକ ପୁଲିସଜଣଙ୍କ ମାଇକ୍ରୋ ଫୋନ ଧରି ଗୀତ ଗାଇ ଗାଇ ଚାଳକଙ୍କୁ ସଚେତନ କରାଉଥିବା ଦେଖାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କ ଗୀତ ବୋଲୋ ତାରାରାରା ସ୍ୱରରେ ଟ୍ରାଫିକ ପୁଲିସ ଜଣଙ୍କ ଗୀତ ଗାଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି । ଭୁଲ ସ୍ଥାନରେ ଗାଡ଼ି ପାର୍କ ନ କରିବା ପାଇଁ ଗୀତ ଜରିଆରେ ଲୋକଙ୍କୁ ଟ୍ରାଫିକ ପୁଲିସଜଣଙ୍କ କହିବାକୁ ଚେଷ୍ଟା କରିଛନ୍ତି ।

ପଢନ୍ତୁ: ୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ସମ୍ବନ୍ଧିତ ଖବର

ସନ୍ତୁଷ୍ଟ ନୁହଁ, କିନ୍ତୁ ସମ୍ମାନ ଦେବୁ; ମୁସଲିମ୍ ପର୍ସନଲ ଲ ବୋର୍ଡ୍

Ratnamani Maharana

ଭୁବନେଶ୍ଵର କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

Ratnamani Maharana

ସୁଦର୍ଶନଙ୍କ ବାଲୁକା କଳାରେ ବାଗଦାଦିର ମୃତ୍ୟୁ

Ratnamani Maharana

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Ratnamani Maharana

ନଗଡ଼ାରେ ବଦଳୁନି ଭୋକର ଭୂଗୋଳ : ଏବେ ବି ଭାତ,ଲୁଣ,ଶାଗରେ ବଞ୍ଚିଛି ଜୀବନ

Ratnamani Maharana