POLITICALS

ନୂଆ ମୁହଁ କିନ୍ନର ମୀରାଙ୍କୁ ନବୀନଙ୍କ ଦଳରେ କଲେ ସ୍ଵାଗତ

ଆଗକୁ ନିର୍ବାଚନ । ନିର୍ବାଚନରେ ନୂଆ ମୁହଁ, ନୂଆ ଆଶା ଓ ଭରସା। ତେବେ ନିର୍ବାଚନ ପୂର୍ବରୁ ଦଳ ବଦଲାଉଥିବା କିଛି ଲୋକ ନିଜଦଳକୁ ବଦନାମ କରୁଛନ୍ତି। ନିକଟରେ ବିଜେଡ଼ି ଖେଳିଥିଲା ତାର ନୂଆ ମହିଳା କାର୍ଡ । ତେବେ ଏହି ମହିଳା କାର୍ଡକୁ କଂଗ୍ରେସ ସମେତ ବାହାର ରାଜ୍ୟର ମନ୍ତ୍ରୀମାନେ ମଧ୍ୟ କରିଥିଲେ ଅନୁକରଣ। ଭୁବନେଶ୍ବରର ଜଣେ କିନ୍ନର  ଏବେ ହେବେ ବିଧାୟକ ପ୍ରତିଯୋଗିତାରେ ପ୍ରତିଦ୍ଵନ୍ଦୀ। ସେ ଆଉ କେହି ନୁହନ୍ତି ସେ ପ୍ରତିଖିତ କିନ୍ନର ମୀରା । ଶତାଧିକ ସମର୍ଥକଙ୍କ ସହ ଏକ ବାଇକ ରାଲିରେ ଆଜି ଶଙ୍ଖ ଧରିଛନ୍ତି। ନବୀନ ପଟ୍ଟନାୟକଙ୍କ  ସ୍ବଚ୍ଛତା ଓ ନିର୍ମଲା ଭାବମୂର୍ତି ହିନ ତାଙ୍କୁ ରାଜନୀତିକୁ ଆସିବାକୁ ପ୍ରେରଣା ଦେଇଥିବା ସେ କହିଛନ୍ତି।

ମୀରା ବୋଲଗଡ- ବେଗୁନିଆରୁ  ଟିକେଟ ଦୌଡରେ ଥିବା ଆଲୋଚନା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ସମସ୍ତଙ୍କୁ ଦଳରେ ସ୍ଵାଗତ କରବା  ସହ ନୂଆ ନେତା ଆସିବା ପରେ ଦଳ ଅଧିକ ସୁଦୃଢ  ହେବ ବୋଲି ଆଶା କରୁଛନ୍ତି।

ପଢନ୍ତୁ: ବିଦାୟ ପାରିକର: ତାଙ୍କ ଜୀବନର କିଛି ଅଜଣା କଥା

Related posts

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର ଅଭିଯାନ

Ratnamani Moharana

ଜନ୍ମ ସମୟର ନର୍ସଙ୍କୁ ଦେଖି ଭାବବିହ୍ୱଳ ହେଲେ ରାହୁଲ

Ratnamani Moharana

ବିଜେପୁର ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Ratnamani Moharana

Leave a Comment