ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ପାରିବାରିକ ବିବାଦ ଭିତରେ ଥାଇ ଦେବଗଡରେ ହ୍ୟୁମାନ ସାଗର ଗାଇଲେ ଗୀତ । ପ୍ରଧାନପାଟର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ ହ୍ୟୁମାନ । ଗୀତ ଗାଇବା ପୂର୍ବରୁ ସେ କହିଥିବା କିଛି କଥା ଦର୍ଶକଙ୍କୁ ଭାବବିହ୍ୱଳ କରି ଦେଇଥିଲା ।
ପାରିବାରିକ ବିବାଦ ଭିତରେ ଥାଇ ଦେବଗଡରେ ହ୍ୟୁମାନ ସାଗର ଗାଇଲେ ଗୀତ । ପ୍ରଧାନପାଟର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ ହ୍ୟୁମାନ । ଗୀତ ଗାଇବା ପୂର୍ବରୁ ସେ କହିଥିବା କିଛି କଥା ଦର୍ଶକଙ୍କୁ ଭାବବିହ୍ୱଳ କରି ଦେଇଥିଲା । ପ୍ରଥମେ କୋହଭରା କଣ୍ଠରେ ମୁଁ ବିବାଦରେ ଅଛି, କିନ୍ତୁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ଗୀତ ଗାଉଥିବି ବୋଲି କହିଥିଲେ । ବାପା -ମା’ଙ୍କ ଋଣ କେବେ କେହି ବି ସୁଝିପାରିବନି ବୋଲି ହ୍ୟୁମାନ କହିବା ସହ ବାପା-ମା’ଙ୍କ ପାଇଁ ଦୁଇ ପଦ ଗୀତ ଗାଇଥିଲେ । ଏହା ପରେ ନିଶ୍ୱାସ ତୋ ବିନା ଚାଲେନା… ଗୀତ ଗାଇବା ସହ ତାଙ୍କର ବହୁ ସୁପରହିଟ ଗୀତ ଗାଇ ଦର୍ଶକମାନଙ୍କୁ ବିଳମ୍ବିତ ରାତି ଯାଏ ବାନ୍ଧି ରଖିଥିଲେ । ହ୍ୟୁମାନଙ୍କ ଗୀତ ଶୁଣିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।