Entertainment

ଟିଆର୍‌ପି କମୁଛି କପିଲ୍‌ ଶର୍ମା ଶୋ’ର

ଭାରତର ଲୋକପ୍ରିୟ ସୋ କପିଲ  ଶର୍ମା ଶୋ’- ସିଜିନ୍‌ ୨” ଗତ ବର୍ଷ ୨୯ ଡିସେମ୍ବରରେ ଆରମ୍ଭ ହୋଇଥିଲା। କପିଲ୍‌ ଶର୍ମା ମଧ୍ୟ ଶୋ’ରେ ଜବର୍‌ଦସ୍ତ ଅନ୍ଦାଜ୍‌ରେ କମ୍‌ବ୍ୟାକ୍‌  କରିଥିଲେ। ଟିଆର୍‌ପିରେ ମଧ୍ୟ ଏହି ଶୋ’ ଅନ୍ୟ ସବୁ ଟିଭି ଶୋ’ର ଉପରେ ଥିଲା। ହେଲେ ଗତ କିଛି ଦିନ ହେଲା ଏହି  ଶୋ’ ଅନେକ ବିବାଦ ଘେରକୁ ଆସିଥିଲା।

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସପକ୍ଷରେ କଥା କହି ଜର୍ଜ ସିଦ୍ଧୁ  ବିବାଦ ଭିତରକୁ ଟାଣି ହୋଇଯାଇଥିଲେ। ତେବେ ଏହାପରେ  ତାଙ୍କୁ ବିଭିନ୍ନ ମହଲରୁ ବିବାଦୀୟ ମନ୍ତବ୍ୟ ମାଡି ଆସିଥିଲା ଏପରିକି ତାଙ୍କୁ ଏହି ସୋ ଛାଡିବାକୁ ପଡିଥିଲା। ତେବେ କପିଲ୍‌ଙ୍କର ଏହି ଶୋ’ରେ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ ଟଙ୍କା ଲଗାଇଛନ୍ତି। ଏହି ଶୋ’ ଆରମ୍ଭରୁ ବହୁତ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳୁଥିଲା ଏବଂ ଏହାର ଦର୍ଶକଙ୍କ ସଂଖ୍ୟା ବି ଅଧିକ ଥିଲା।

ପଢନ୍ତୁ: ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’

Related posts

‘ପଦ୍ମାବତ’ ରିଲିଜ୍‌କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା

ENO Beuro

ଚୀନରେ ୩୦୦ କୋଟି ଛୁଇଁଲା ଏହି ସିନେମା

ENO Beuro

#MeToo ବିବାଦ: ଏହି ମହିଳାଜଣଙ୍କ ବିଗ୍‌ ବି ଅମିତାଭଙ୍କ ନାଁ ରେ କଲେ ବଡଖୁଲସା

ENO Beuro

Leave a Comment