News

ଘାଟିରେ ୧୦୦ ଫୁଟ୍‌ ତଳକୁ ଖସିଲା ଟ୍ରକ,୩ ମୃତ

truck

ଗଜପତି ଜିଲ୍ଲା ଆର୍‌ ଉଦୟଗିରି ଥାନା ନିକଟସ୍ଥ ବାଦପୁର ଛକଠାରେ ଶୁକ୍ରବାର ଏକ ରିଲିଫ୍‌ ଟ୍ରକ ୧ଶହ ଫୁଟ ତଳକୁ ଖସି ପଡ଼ିଛି। ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

truck

ପାରଳାଖେମୁଣ୍ଡିରୁ ରିଲିଫ ସାମଗ୍ରୀ ଧରି ଟ୍ରକଟି ଆସୁଥିବା ସମୟରେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ନାରାୟଣ ରେଡ୍ଡି, ଅନ୍ୟ ୨ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଦମକଳ ବିଭାଗ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ। ଖବର ଲେଖାଯିବା ବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ଅନେକ ସମୟରେ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଧା ପ୍ରଶାସନ ତରଫରୁ କୌଣସୀ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନଥିବାରୁ ଅସନ୍ତୋଷ ଜୋର ଧରିଛିା

ପଢନ୍ତୁ; ଭଗତ୍‌ ସିଂଙ୍କୁ ଆତଙ୍କବାଦୀ କହି ଅଡୁଆରେ ପ୍ରଫେସର

Related posts

ମହାପୁରୁଷଙ୍କୁ ଅପମାନ: ଲେନିନ୍‌ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ

ENO Beuro

ଭାରତ ସୀମାରେ ପାକିସ୍ଥାନର ପ୍ରଥମେ ଡ୍ରୋନ ଏବେ ଯୁଦ୍ଧ ବିମାନର ପ୍ରବେଶ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା

Ratnamani Moharana

ପିଏନବି ଘୋଟାଲା : ୧୧,୪୦୦ କୋଟିର ଚୂନା ଲଗାଇଲେ ବିଶିଷ୍ଟ ହୀରା ବ୍ୟବସାୟୀ

ENO Beuro

Leave a Comment