News

ଦିଲ୍ଳୀରେ ନିୟମ ଉଲ୍ଲଙ୍ଘନ କରି ଲକ୍ଷେ ୪୧ ହଜାର ଟଙ୍କା ଗଣିଲେ ରାଜସ୍ତାନର ଟ୍ରକ୍ ଡ୍ରାଇଭର

F9 1 750x430

ସେପ୍ଟେମ୍ବର ପହିଲାରୁ ମୋଟର ଆଇନ ସଂଶୋଧନ ଆଇନ ଲାଗୁ ହେବା ପରେ ଦେଶର ସବୁଠାରୁ ବଡ ଫାଇନ ଦେଇଛନ୍ତି ରାଜସ୍ଥାନର ଟ୍ରକ ଡ୍ରାଇଭର । ନିୟମ ଉଲ୍ଲଙ୍ଘନ କରି ଦିଲ୍ଲୀରେ  ଜଣେ ଟ୍ରକ ଡ୍ରାଇଭର ତଣ୍ଡ ଗଣିଛନ୍ତି  ଲକ୍ଷେ ୪୧ ହଜାର ୭ ଶହ ଟଙ୍କା । ଓଭରଲୋଡିଂ ଯୋଗୁଁ ଏଭଳି ଫାଇନ କରିଛନ୍ତି ଦିଲ୍ଲୀ ପୋଲିସ

ଓଭରଲୋଡିଂ ଯୋଗୁଁ ଏଭଳି ଫାଇନ କରିଛନ୍ତି ଦିଲ୍ଲୀ ପୋଲିସ । ରାଜରସ୍ଥାନର ଟ୍ରକ ଡ୍ରାଇଭର ଓଭରଲୋଡିଂ କରି ଦିଲ୍ଲୀ ଆସିଥିଲେ  । ଆଉ ସେଠାରେ ଦିଲ୍ଲୀ ପୋଲିସ ହାତରେ ଧରାପଡ଼ିଥିଲେ । ଦେଶର ଏହା ସବୁଠାରୁ ବଡ ଜୋରିମାନା ବୋଲି ଜଣାଯାଇଛି । ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଟ୍ରକ ଡ୍ରାଇଭର ନାମରେ ଏହି ଫାଇନ ଲାଗୁ ହୋଇଛି । ନୂଆ ନିୟମ ଲାଗୁହେବା ପରେ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି ।

ପଢନ୍ତୁ: ଆଜିଠୁ ସ୍କୁଲ ପିଲାଙ୍କ ବସ୍ତାନୀ ଚେକ୍ : ଖୋର୍ଦ୍ଧା ଜିଲ୍ଲାପାଳ ଗଠନ କଲେ ସ୍ବତନ୍ତ୍ର ଟିମ୍

Related posts

ବଢିବ ଓମଫେଡ୍ କ୍ଷୀର ଦର !

Ratnamani Moharana

କାଳିଆ ଯୋଜନାରେ କେ​ଳେଙ୍କାରୀ; ଅଢେଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ

Ratnamani Moharana

ସରକାର : ମୋବାଇଲ୍‍ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ENO Beuro

Leave a Comment