News

୨୦ ରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସମିତି ପକ୍ଷରୁ ଧର୍ମଘଟ ଡାକରା

By ENO Beuro

July 07, 2018

ସର୍ବ ଭାରତୀୟ ଟ୍ରକ୍‌ ଧର୍ମଘଟ

୬ଦଫା ଦାବିକୁ ପୂରଣ ହେଲାଣି ତିନି ମାସ କିନ୍ତୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ସଂପୂର୍ଣ୍ଣ ଭାବେ ଧ୍ୟାନମଗ୍ନ ହୋଇରହିଛନ୍ତି । ତେଣୁ ଏହି ସବୁ ତଥ୍ୟକୁ ଅନୁଧ୍ୟାନ କରି ଆଜି ଅନୁଗୁଳ ଜିଲ୍ଲା ନାଲ୍‌କୋନଗର ସ୍ଥିତ ଏନ୍‌ଇଏସ୍‌ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଆସନ୍ତା ୨୦ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରାଯିବ ଏବଂ ଏହା ହେଉଛି ସଠିକ୍ ଉପାୟ । ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘର ସର୍ବଭାରତୀୟ ସଭାପତି ଏସ୍‌. କେ. ମିତ୍ତଲ ସୂଚନା ଦେଇଥିଲେ । ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧର୍ମଘଟ ଚାଲିବ ।

ପଢନ୍ତୁ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଜେଲ୍‌