News

ଖୁବ ଶୀଘ୍ର ଭାରତ-ପାକିସ୍ତାନ ବିବାଦର ଅନ୍ତ ହେବ: ଡୋନାଲ୍ଡ ଟ୍ରମ୍ପ

india

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ହେବାକୁ ଯାଉଛି: ଟ୍ରମ୍ପ

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିଛି।

ଭିଏତ୍‌ନାମଠାରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା ପରେ ଟ୍ରମ୍ପ କହିଥିଲେ ଯେ , ମୁଁ ଏବେ ଭାବୁଛି ଆମ ପାଖରେ ପାକିସ୍ତାନ ଏବଂ ଭାରତ ବିଷୟରେ ଏକ ପ୍ରକାର ଭଲ ଖବର ଅଛି। ମୁଁ ଭାବୁଛି ଏହି ବିବାଦର ଖୁବ୍‌ ଶୀଘ୍ର ଅନ୍ତ ଘଟିବ।

ବୁଧବାର ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପେୟୋଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ପରେ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଥିଲା। ଏଥିସହ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ଆମେରିକା ଭାରତ ସହ ଥିବା ଉଲ୍ଲେଖ କରିଥିଲା ।

ପଢନ୍ତୁ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମେଥି ସୁପ୍‌

Related posts

୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟର ମଞ୍ଜୁରୀ

ENO Beuro

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ENO Beuro

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ: ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର

ENO Beuro

Leave a Comment