News

ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଭାରତ ଆସିବାକୁ ମନା କଲେ ଟ୍ରମ୍ପ

trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବାକୁ ଭରତ ଆସିବେ ନାହିଁ। ଭାରତ ଦେଇଥିବା ନିମନ୍ତ୍ରଣକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।

trump

ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିବାବେଳେ ଏହି ଖବର ସାମନାକୁ ଆସିଛି । ଯଦି ଭାରତ ଋଷ ସହ ଏସ-୪୦୦୦ ମିସାଇଲ ସିଷ୍ଟମ କ୍ରୟ କରିବାକୁ ରାଜିନାମାରେ ସ୍ୱାକ୍ଷର କରେ ତେବେ କଟକଣା ଲାଗୁ କରିବ ବୋଲି ଆମେରିକା ନିକଟରେ ଭାରତକୁ ସତର୍କ କରାଇଥିଲା । କିନ୍ତୁ ଚଳିତ ମାସ ପ୍ରାରମ୍ଭରେ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଭାରତ ଗସ୍ତ ସମୟରେ ସେଭଳି ୫ଟି ମିସାଇଲ ଖରିଦ କରିବାକୁ ଭାରତ ଚୁକ୍ତି ସ୍ୱାକ୍ଷର କରିଛି । ଯାହାକି ଟ୍ରମ୍ପକୁ ହଜମ ହୋଇନାହିଁ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ୨୦୧୫ ରେ ସମସ୍ତ ଘରୋଇ ଦାୟୀତ୍ୱ ପରେ ବି ଓବାମା ଗଣତନ୍ତ୍ର ଦିବସ ଅବସରରେ ଭାରତ ଆସିଥିଲେ । ଭାରତ ଓ ଆମେରିକା ମଧ୍ୟରେ ସଂପର୍କର ଅଶାନ୍ତି ବଢ଼ିଥିବା ବେଳେ ଟ୍ରମ୍ପ ଭାରତର ନିମନ୍ତ୍ରଣକୁ ଅସ୍ୱୀକାର କରିଛନ୍ତି । ଏହି ଅଶାନ୍ତିର ମୂଳ କାରଣ ହେଉଛି ଭାରତ ଓ ରୁଷିଆ ମଧ୍ୟରେ ପ୍ରତିରକ୍ଷା ସଂପର୍କୀତ ବୁଝାମଣା ହୋଇଛି ।

ପଢନ୍ତୁ; ଶ୍ରୀ ମଦନ ଲାଲ ଖୁରାନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Related posts

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

ENO Beuro

ଆଜିଠାରୁ ସଂସଦର ବଜେଟ ଅଧିବେଶନ,ଶୁକ୍ରବାର ବଜେଟ ଉପସ୍ଥାପନ

ENO Beuro

ମଦ ପିଇ ବର ବେଦିରୁ ଉଠିଗଲେ: ଥାନାରେ ହେଲା ବରଣମାଳା, ଆଜି କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ

ENO Beuro

Leave a Comment