EnewsOdia.Com

ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

ଆମେରିକାର ନୂଆ ହିରୋ ଯାହାକୁ ନେଇ ଏବେ ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପଡ଼ି ଡୋନାଲ୍ଡ ଟ୍ରମ୍ପ୍‌। ସେ ହେଉଛି ଆମେରିକା ଡଗ୍ ସ୍କ୍ୱାଡର ଲଢ଼ୁଆ କୁକୁର। ତାକୁ ମେଡାଲ୍ ପିନ୍ଧାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଆମେରିକା ଡଗ୍ ସ୍କ୍ୱାଡର ଏଇ ଲଢୁଆ ଶିକାରୀ କୁକୁର ଯିଏ ବାଗଦାଦିକୁ ଚିହ୍ନଟ କରିବାରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବାଗ୍‌ଦାଦିର ଠିକଣା ସମେତ ସ୍ପେଶାଲ୍ ଫୋର୍ସକୁ ସମସ୍ତ ଟିକ୍‌ନିକ୍‌ ଖବର ଦେବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା ଏହି କୁକୁର। ବେଲ୍‌ଜିଆନ୍‌ ମାଲିନୋଇସ୍ ପ୍ରଜାତିର ଏହି ଶିକାରୀ କୁକୁରକୁ ସମ୍ମାନିତ କରିବାକୁ ଯାଇ ଟ୍ରମ୍ପ ଏହି ଟ୍ୱିଟ୍ କରିଛନ୍ତି।

ପଢନ୍ତୁ: ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

ସମ୍ବନ୍ଧିତ ଖବର

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

Ratnamani Maharana

ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

Ratnamani Maharana

ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

Ratnamani Maharana

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

Ratnamani Maharana

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

Ratnamani Maharana