LIFESTYLE

ଓଜନ ବଢିଯାଉଛି , କେଶ ଝଡୁଛି ଓ କ୍ୟାନସର ଭୟ ମଧ୍ୟ ରହିଛି ? ଟ୍ରାଏ କରନ୍ତୁ ଏହି ପରିବା

By Krishna Kumar Manoj

November 10, 2017

ଆମେ ସମସ୍ତେ ଜାଣିଛେ, କ୍ୟାପସିକମ ପରିବା ଦେଖିବାକୁ ଯେମିତି ମନୋରମ ଖାଦ୍ୟକୁ ମଧ୍ୟ ସେମିତି ସୁସ୍ଵାଦୁ କରିଥାଏ । ବଜାରରେ ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର କ୍ୟାପସିକମ୍ ବିକ୍ରି ହୋଇଥାଏ । ସାଧାରଣତଃ ଆମେ କ୍ୟାପ୍‌ସିକମ୍‌କୁ ତରକାରୀ କିମ୍ୱା ସାଲାଡ୍‌ରେ ବ୍ୟବହାର କରୁ।କ୍ୟାପ୍‌ସିକମ୍‌ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ର ଉପକାରିତା ସଂପର୍କରେ।

ପଢନ୍ତୁ, ଗୁରୁବାର ଠାରୁ ବନ୍ଦ ରହିଛି ବୁର୍ଲା ସ୍ଥିତ ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ