ହାତ ଧରିଲେ ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଧେ

shindhe

ଲୋକପ୍ରିୟ ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଧେ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମରେ ଦଳର ରାଜ୍ୟଶାଖାରେ ସଭାପତି ସଞ୍ଜୟ ନିରୁପମଙ୍କ ଉପସ୍ଥିତରେ ସେ ଦଳରେ ସାମିଲ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ,୪୨ ବର୍ଷ ବୟସରେ ଉପନୀତ ହୋଇସାରିଥିବା  ୧୯୯୯ ମସିହାରୁ ଟିଭି କ୍ୟାରିଅର ଆରମ୍ଭ କରିଥିଲେ, ସେ ‘ଭାବୀଜୀ ଘର୍ ପର୍ ହୈ’ରେ ଲୋକପ୍ରିୟ ହୋଇଥିଲେ। କିନ୍ତୁ ୨୦୧୬ ମସସିହାରେ ପ୍ରଯୋଜକଙ୍କ ସହିତ କୌଣସି ମତାନ୍ତର କାରଣରୁ ସେ ଶୋ’ ଛାଡ଼ିଥିଲେ। ବର୍ତ୍ତମାନ ଶୁଭାଙ୍ଗୀ ଆଟ୍ରେ ଏହି ଭୂମିକା ନିଭାଉଛନ୍ତି।

ଶିଳ୍ପା ୨୦୧୭ ମସସିହା ବିଗବ୍‌ସ୍‌ ସଂସ୍କରଣର ବିଜେତା ହୋଇଥିଲେ।

ପଢନ୍ତୁ;  ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More