Entertainment

ରିଲ ଲାଇଫ ‘ରାଧାକୃଷ୍ଣ’ ସୁମେଧ ଏବଂ ମଲ୍ଲିକା ଏବେ ରିୟଲ୍ ଲାଇଫରେ କରୁଛନ୍ତି ଡେଟ୍

Rk

Rea

ପୈାରାଣିକ ଧାରାବାହିକ ‘ରାଧାକୃଷ୍ଣ’ର ମୁଖ୍ୟ ଅଭିନେତା (କୃଷ୍ଣ) ସୁମେଧ ମୁଦଗଲକର  ଏବଂ (ରାଧା) ଅଭିନେତ୍ରୀ ମଲ୍ଲିକା ସିଂହ        ବ୍ୟକ୍ତିଗତ ଜୀବନରେ ପରସ୍ପରକୁ ଡେଟ୍ କରିବାର ଖବର ଏବେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ସୁମେଧ ଏବଂ ମଲ୍ଲିକା ସୁଟିଂ ସେଟରେ କରାଯାଉଥିବା ସୁଟ୍ ସିକ୍ବେନସ୍ ଜରିଆରେ ବାସ୍ତବରେ ପ୍ରପୋଜ କରୁଥିବା ନଜର ଆସୁଛନ୍ତି। ଏହି ଅନସ୍କ୍ରିନ୍ ଯୋଡ଼ି ଏବେ ରିୟଲ ଲାଇଫ ଯୋଡ଼ି ହୋଇସାରିଛନ୍ତି।

Kr

୨୦୧୪ରେ ଡ୍ୟାନ୍ସ ରିୟଲିଟି ଶୋରେ ସୁମେଧ ପ୍ରତିଯୋଗୀ ଥିଲେ। ଏହା ବ୍ୟତୀତ ସେ ୩ଟି ମରାଠୀ ଫିଲ୍ମରେ କାମ କରି ସାରିଛନ୍ତି। କିନ୍ତୁ ମଲ୍ଲିକାଙ୍କ ଏହା ପ୍ରଥମ ଧାରାବାହିକ।

Dh

ପଢନ୍ତୁ: ରାଇଜିଂ ଷ୍ଟାର’ ଟପ-୬ରେ ଅନନ୍ୟା

Related posts

କଣ୍ଠଶିଳ୍ପୀ ଉଦିତ୍ ନାରାଣୟଙ୍କ ପୁଅ ଆଦିତ୍ୟ ନାରାୟଣ ଗିରଫ

ENO Beuro

ଆଜି ଟୋକା ଫସିବ,ମାୟାରେ ବାୟା ହେବେ ଦର୍ଶକ

ENO Beuro

‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା

ENO Beuro

Leave a Comment