ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଟଙ୍କା ଭର ନଚେତ ଟ୍ବିଟରରେ କୌଣସି ବିଜ୍ଞାପନ ଚଳାଇପାରିବନି। ଏମିତି କିଛି ୟୁଜର୍ସଙ୍କ ପାଖକୁ ଚିଠି ଲେଖିଛି ଟ୍ବିଟର।
ଟଙ୍କା ଭର ନଚେତ ଟ୍ବିଟରରେ କୌଣସି ବିଜ୍ଞାପନ ଚଳାଇପାରିବନି। ଏମିତି କିଛି ୟୁଜର୍ସଙ୍କ ପାଖକୁ ଚିଠି ଲେଖିଛି ଟ୍ବିଟର। ଟ୍ବିଟରରେ ବିଜ୍ଞାପନ ଚଲାଇବାକୁ ହେଲେ ଉକ୍ତ ଆକାଉଣ୍ଟ ଭେରିଫାଏଡ ହୋଇଥିବା ଦରକାର କିମ୍ବା ଭେରିଫାଏଡ ଅନୁଷ୍ଠାନ ହୋଇଥିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।ବିଜ୍ଞାପନକାରୀଙ୍କୁ ଟ୍ବିଟର ପକ୍ଷରୁ ପଠାଯାଇଥିବା ଚିଠି ସମ୍ପର୍କରେ ସୋସିଆଲ ମିଡିଆ ପରାମର୍ଶଦାତା ମଟ୍ଟ ନାଭରା ସୂଚନା ଦେଇଛନ୍ତି ।
କମ୍ପାନୀ ଆହୁରି କହିଛି ଯେ ଏହି ଗୋଲ୍ଡ ଚେକମାର୍କ ରହିବା ଦ୍ବାରା ଟ୍ବିଟରର ନୀତି ଆଦର୍ଶର ମୂଲ୍ୟ ବୃଦ୍ଧି ପାଇବ ଏବଂ ଗ୍ରାହକମାନେ ଠକେଇରୁ ବର୍ତ୍ତିପାରିବେ । ଜଣେ ପ୍ରକୃତ ବ୍ୟବସାୟୀ ବା ବ୍ୟବସାୟିକ ଅନୁଷ୍ଠାନର ପରିଚୟ ପାଇବା ଲାଗି ଉକ୍ତ ଆକାଉଣ୍ଟକୁ ନିର୍ଦ୍ଦିଷ୍ଟ ଅର୍ଥ ଭରିବାକୁ ପଡିବ । ଯାହାଦ୍ବାରା ଉକ୍ତ କମ୍ପାନୀଗୁଡ଼ିକୁ ଗୋଲ୍ଡ ଚେକମାର୍କ ମିଳିବା ପରେ ସେମାନେ ନିଜର ବିଜ୍ଞାପନ ଟ୍ବିଟରରେ ଚଲାଇପାରିବେ । ସମସ୍ତ ବିଜନେସ ଆକାଉଣ୍ଟ ଲାଗି ଏହାକୁ ଟ୍ବିଟର ବାଧ୍ୟତାମୂଳକ କରାଯାଇଛି ବୋଲି ନାଭରା କହିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।