News

ବଜ୍ରପାତରେ ଜଳିଗଲେ ୨ ମହିଳା ମତ୍ସ୍ୟଜୀବୀ

ବଜ୍ରପାତରେ ସମୁଦ୍ରରେ ଅଘଟଣ

ମୌସୁମୀଜନିତ ବର୍ଷା ସହିତ ପ୍ରବଳ ଘଡଘଡ଼ି ଓ ବଜ୍ରପାତ ସମଗ୍ର ଉପକୂଳ ଓଡିଶାରେ ଲାଗି ରହିଛି । କିନ୍ତୁ ଏହି ସମୟରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ଆଜି ସକାଳେ ସେମାନେ ସମୁଦ୍ର ମଧ୍ୟରେ ହଟାତ୍ ଆକସ୍ମିକ ବଜ୍ରପାତ ଘଟିଥିଲା ୨ ଜଣ ମହିଳା ମତ୍ସ୍ୟଜୀବୀ ଜୀବନ୍ତ ଜଳିଯାଇଥିଲେ ଏବଂ ଆଉ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାରିଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପ୍ରଣତି ମଣ୍ଡଳ( ୫୫ ବର୍ଷ) ଓ ଦିପାଳୀ ମଣ୍ଡଳ(୪୦ ବର୍ଷ)ଙ୍କର ସେହି ଡଙ୍ଗା ଉପରେ ମୃତ୍ୟୁ ଘଟିଥିଲା ଏବଂ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ପେଣ୍ଠର ଜଣେ ଅଶାକର୍ମୀ ମଧ୍ୟ ବଜ୍ରପାତରେ ଆହତ ହୋଇଛନ୍ତି।

ପଢନ୍ତୁ : ଆପଣ ଜାଣନ୍ତି କି? ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ

ENO Beuro

ପୁଲୱାମା ସହିଦ ଦୁଇ ଓଡିଆଙ୍କୁ ସହାୟତା ଦେଲେ ଓଲିଉଡ ଷ୍ଟାର ଅର୍ଦ୍ଧେନ୍ଦୁ

ENO Beuro

କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ଓଡ଼ିଆ ଯବାନ

Ratnamani Moharana

1 comment

Leave a Comment