News

କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହ

marriage

ଗତ ଶନିବାର କେନ୍ଦ୍ରାପଡ଼ାରେ ଏକ ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁବତୀ ମହାକାଳପଡ଼ା ଅଞ୍ଚଳର ଯୁବତୀଙ୍କୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ନୋଟାରୀଙ୍କ ଜରିଆରେ ଉଭୟଙ୍କ ବିବାହ ହୋଇଛି।

marriage

ସୂଚନାଯୋଗ୍ୟ, ଏହି ଦୁଇ ଯୁବତୀ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ। ପରେ କଟକରେ ଗୋଟିଏ କମ୍ପାନିରେ ଚାକିରି ମଧ୍ୟ କଲେ। ତେବେ ନିକଟରେ ଉଭୟ ସାଥୀ ହୋଇ ରହିବେ ବୋଲି ସ୍ଥିର କରିଥିଲେ । ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଦୁହେଁ ସେମାନେ ଘରେ ମଧ୍ୟ ଜଣାଇଥିଲେ। ହେଲେ ପରିବାର ଲୋକେ ଏଭଳି ନିଷ୍ପତ୍ତିରେ ରାଜି ନଥିଲେ।

ଏହି ଘଟଣାକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ପଢନ୍ତୁ; କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

Related posts

୫୨ଜଣ ଅମରନାଥ ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିବା ଡ୍ରାଇଭରଙ୍କୁ ସାହସିକତା ପୁରସ୍କାର

ENO Beuro

କଲୋମ୍ବୋ ବିସ୍ପୋରଣରେ ପ୍ରାଣ ହରାଇଥିବା ୪ ଭାରତୀୟଙ୍କ ମରଶରୀର ଫେରିଲା ଭାରତ

Ratnamani Moharana

ପୁଞ୍ଜିଲାଲଙ୍କୁ ପୁଣି ୫ ଦିନଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ENO Beuro

Leave a Comment