Movie News

ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି – ପ୍ରେମରେ ପଡ଼ିଲାପରେ ଓ ଟିକେ ଅନାଡି ପୁରା ଖିଲାଡ଼ି

ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି । ଗୋଟିଏ ହେଲା “ତୋ’ ପ୍ରେମରେ ପଡ଼ିଲାପରେ” ଓ ଅନ୍ୟଟି “ଟିକେ ଅନାଡି ପୁରା ଖିଲାଡ଼ି” ।

“ତୋ’ ପ୍ରେମରେ ପଡ଼ିଲାପରେ” ରେ ଦୁଇଜଣ ନବାଗତଙ୍କ ଯୋଡି ପରଦା ଉପରେ ଦେଖିବାକୁ ମିଳିବ । ନବାଗତ ଦେବରାଜ ସାହୁ ଏବଂ ଚିନ୍ମୟୀ ପ୍ରିୟଦର୍ଶିନୀ ଲିଡ ରୋଲରେ ଅଛନ୍ତି । ଅଭିନୟ ସହ ପ୍ରଯୋଜନାର ଭାର ମଧ୍ୟ ସମ୍ଭାଳିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ । ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ସରୋଜକାନ୍ତ। ସେ ଆଗରୁ ଅନ୍ୟ ଏକ ସିନେମା “ପ୍ରେମର ନିଶା ନିଆରା ନିଆରା” ର ନିର୍ଦ୍ଦେଶନା ଦେଇଥିଲେ। ସିନେମାର କାହାଣୀକାର ହେଲେ ଡ଼ ପ୍ରସନ୍ନ ପାଟଶାଣୀ ଏବଂ ସଂଳାପକାର ହେଲେ ଡ଼ ରଜନୀରଞ୍ଜନ। ବୈଦ୍ୟନାଥ ଦାସ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ।

ଏପଟେ ପ୍ରିୟଦର୍ଶୀ ମିଡିଆ ପ୍ରାଇଭେଟ ଲିମିଟେଡର ତୃତୀୟ ଅବଦାନ “ଟିକେ ଅନାଡି ପୁରା ଖିଲାଡ଼ି” ରେ ଗୋଟିଏ ନାୟକ ସହ ତିନିଜଣ ନାୟିକାଙ୍କ ପ୍ରେମ କାହାଣୀ ପରଦାରେ ଚହଳ ପକେଇବ । ବବଲି, ସଞ୍ଜନା, ଈପସିତାଙ୍କ ବିପକ୍ଷରେ ଏଥିରେ ଦେଖାଦେବେ ମୁଁ ଗାନ୍ଧୀ ନୁହେଁର ନାୟକ କରଣ । ଅଗ୍ନିରାଜ କିଶୋର ଏଥିରେ ସଙ୍ଗୀତ ନିର୍ଦେଶନା ଦେବେ ଓ ଅଜୟ ସାମଲ ଏଥିରେ ଡାଇଲଗ ଦାଇତ୍ଵରେ ଅଛନ୍ତି ।  ନିର୍ମଲ ନାୟକ ଓ ଅରୁଣ ମନ୍ତ୍ରୀ ସିନେମାରେ ଗୀତିକାର ଅଟନ୍ତି ।

 

ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି - ପ୍ରେମରେ ପଡ଼ିଲାପରେ ଓ ଟିକେ ଅନାଡି ପୁରା ଖିଲାଡ଼ି  ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି – ପ୍ରେମରେ ପଡ଼ିଲାପରେ ଓ  ଟିକେ ଅନାଡି ପୁରା ଖିଲାଡ଼ି ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି - ପ୍ରେମରେ ପଡ଼ିଲାପରେ ଓ ଟିକେ ଅନାଡି ପୁରା ଖିଲାଡ଼ି  ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି – ପ୍ରେମରେ ପଡ଼ିଲାପରେ ଓ  ଟିକେ ଅନାଡି ପୁରା ଖିଲାଡ଼ି

ପଢନ୍ତୁ, ଆଜିର ରାଶିଫଳ 

Related posts

ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲରେ ମୁକ୍ତିଲାଭ କରୁଛି

Krishna Kumar Manoj

Romeo Juliet Odia Movie Will Be Releasing On 14 July 2017

Krishna Kumar Manoj

“Sata Janamara Sathi” one true love story

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More