Loading...

କୋଭିଡ ଟିକା ପାଇଁ ଭେଷଜରେ ନୋବେଲ ପାଇବେ କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନ

କୋଭିଡ ଟିକା ପାଇଁ ଭେଷଜରେ ନୋବେଲ ପାଇବେ କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନ

କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ଗବେଷଣା କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ଏମ୍‌ଆର୍‌ଏନ୍‌ଏ (mRNA) ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।

କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ଗବେଷଣା କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ଏମ୍‌ଆର୍‌ଏନ୍‌ଏ (mRNA) ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ହଙ୍ଗେରୀର ସୋଲନୋକଠାରେ ୧୯୫୫ରେ ଜନ୍ମିତ କାଟାଲିନ କାରିକୋ ସେଜେଡ ୟୁନିଭର୍ସିଟିର ପ୍ରଫେସର ଏବଂ ପେନସିଲଭାନିଆ ବିଶ୍ବବିଦ୍ୟାଳୟ ଅଧୀନ ପେରେଲମ୍ୟାନ ସ୍କୁଲ୍ ଅଫ୍ ମେଡିସିନର ଯୁଗ୍ମ ପ୍ରଫେସର ଅଛନ୍ତି। ସେହିପରି ଡ୍ରିଉ ୱିସମ୍ୟାନ ଭ୍ୟାକ୍ସିନ ରିସର୍ଚ୍ଚରେ ରବର୍ଟସ ଫ୍ୟାମିଲି ପ୍ରଫେସର ତଥା ପେନ ଇନ୍‌‌ଷ୍ଟିଚ୍ୟୁଟ୍ ଫର୍ ଆର୍‌ଏନ୍‌ଏ ଇନୋଭେସନ୍ସର ନିର୍ଦ୍ଦେଶକ ଅଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.